ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ratha Jatara

ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ :…

ଭୁବନେଶ୍ବର : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରାର ପ୍ରସ୍ତୁତି ନେଇ ଆଜି ରଥଯାତ୍ରା ତୃତୀୟ ସମନ୍ୱୟ କମିଟି ବୈଠକ ପୁରୀ ଟାଉନ୍ ହଲରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା…

କୋଭିଡ କଟକଣା: ବନ୍ଦ ହେଲା ୩ଶହ ବର୍ଷର…

ଭଦ୍ରକ: କୋଭିଡ କଟକଣା ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବନ୍ଦ ହୋଇଯାଇଛି ଚଳିତ ବର୍ଷ ରଥଯାତ୍ରା।ମୂଖ୍ୟତଃ ଚାନ୍ଦବାଲି ଓ ଏହାର ଆଖପା ରେ ଥିବା ବହୁ ପୁରୁଣା ମନ୍ଦିର ଓ ମଠରେ ନା ତିଆରି ହୋଇଛି ରଥ ନା ଅଛନ୍ତି କେହି ଭକ୍ତ। ଚାନ୍ଦବାଲିର ବାଲିଗାଁ ନରସିଂହପୁର ଜଗନ୍ନାଥ…

ବଡଦାଣ୍ଡରେ ଗଡିଲା ରଥ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ଟଣା । ବଡଦାଣ୍ଡରେ ପ୍ରଥମେ ଗଡ଼ିଛି ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥାରୁଢ଼ ବଳଭଦ୍ରଙ୍କୁ ନେଇ ଘର୍ଘର ନାଦରେ ଗଡୁଛି ରଥ । ଆଗେଆଗେ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ସେବାୟତ । ତାଙ୍କ ପଛକୁ ଆସୁଛନ୍ତି ଦର୍ପଦଳନ ରଥରେ ମାଆ ସୁଭଦ୍ରା । ସବା ଶେଷରେ ଜଗତର ନାଥ…

ଶ୍ରୀ ବଳଦେବଜୀଉ ପରିସରରେ ଲାଗୁ ହେଲା ୧୪୪…

କେନ୍ଦ୍ରାପଡା: ପବିତ୍ର ଗୁଣ୍ଡିଚା ଯାତ୍ରାକୁ ଲକ୍ଷ କରାଯାଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଶ୍ରୀ ବଳଦେବଜିଉ ମନ୍ଦିର ଚାରିପାଖରରେ ୧୪୪ ଧାରା ଲାଗୁ ନେଇ ସୂଚନା ଦେଇଛି। ବଳଦେବଜିଉ ମନ୍ଦିରଠାରୁ ମାଉସୀମା ମନ୍ଦିର ପର୍ଯ୍ଯନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ରାତି ୯ଟାରୁ କାଲି ରାତି ୧୧ଟା ପର୍ୟ୍ୟନ୍ତ…

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାରେ…

ଭୁବନେଶ୍ୱର- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଏଡିଜି ଆର.କେ ଶର୍ମା । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର…

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ : ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଠାକୁର ଅସୁସ୍ଥ ହୋଇପଡ଼ି ଅଣସର ଘରେ ରହିଛନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି। ଇତିମଧ୍ୟରେ ବଡ଼ଓଡ଼ିଆ ମଠରୁ…