ଜୁନ୍-୪ ରେ ରିଲିଜ୍ ହେବ ‘୮୩’
ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧନାୟକ କପିଲ ଦେବ ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ବକପ୍ ଦେଇଥିଲେ। ଏହି ଐତିହାସିକ ମୁହୂର୍ତ୍ତ ଏବେ ଫିଲ୍ମ ପରଦାରେ ଦେଖିବାକୁ ମିଳିବ। ଫିଲ୍ମର ନାମ ରହିଛି ‘୮୩’। ଏଥିରେ କପିଲ ଦେବ ଭୂମିକାରେ ରଣବୀର ସିଂହ ଓ ରୋମିଦେବ ଭୂମିକାରେ ଦୀପିକା ପାଦ୍ୟୁକୋନ୍…