କ୍ରିକେଟ ଖେଳିବେ କ୍ରୀଡ଼ାମନ୍ତ୍ରୀ; ରଣଜୀ…
କୋଲକାତା: କ୍ରିକେଟ ଖେଳିବେ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ । ଚଳିତବର୍ଷ ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ୨୧ ଜଣିଆ ଟିମ୍ ଘୋଷଣା କରିଛି । ଆଉ ଏହାସହ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଥିବା ମନୋଜ ତିଓ୍ୱାରୀ ପୁଣିଥରେ କ୍ରିକେଟ ମୈଦାନକୁ ଓହ୍ଲାଇବେ । ଏହି ଟିମରେ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଓ ବେଙ୍ଗଲ…