ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

RAJKANIKA

ସ୍କୁଟି ବାଇକ୍ ମୁହାଁମୁହିଁ ଧକା: ଦୁଇ…

ଓଳାଭର: ରାଜକନିକା କଣ୍ଡିଆ ପୂର୍ତ୍ତବିଭାଗ ରାସ୍ତାର ସିହୋପଡା -ବରିପଡା ମଝି ରାସ୍ତାରେ ଆଜି ବାଇକ୍ ଆଉ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଦୁଇ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସ୍କୁଟି ଆରୋହୀ ଜଣକ ବି ଗୁରୁତର ହୋଇଛନ୍ତି। ରାଜକନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି…

ବିଶ୍ୱାସ ଓ ଇଶ୍ୱରୀୟ ଅନୁଭବର ପାରମ୍ପରିକ…

ରାଜକନିକା : କନିକା ଇଲାକା ପରିଚିିତ ହେବା ଦିନଠୁ ଇଶ୍ୱରୀୟ ବିଶ୍ୱାସ ଅଧାରରେ ଜଣେ ଦେବୀଙ୍କ ସହ ମାନବର ବିବାହ ଭଳି ଆଲୋକିତ ପାରମ୍ପରିକ ମହୋତ୍ସବ ପାଳନ ହେବା ସହ ସମ୍ପୃକ୍ତ ଅଞ୍ଚଳରେ ମାଙ୍ଗଳିକ ମୁହୁର୍ତ୍ତର ଶୁଭାରମ୍ଭ ହେବା ଭଳି ନିଷ୍ଠାପର ଧାର୍ମିକ ମାନସିକତା ଯୋଗୁ ଏହି ବିବାହ ଏଠାରେ ଏକ ଗଣପର୍ବର…

ପ୍ରତିଶୃତିରେ ଅଟକିଛି ଆରଡ଼ି ବିଭାଗର…

ରାଜକନିକା : ରାଜକନିକା ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧୀନ ନହୁଲିଆ  ଆୟତନ ରାସ୍ତାର ଆୟତନ ସ୍କୁଲ ସଂଲଗ୍ନ ରାସ୍ତାରେ ଦୀର୍ଘଦିନ ଧରି ବର୍ଷାପାଣି ଜମିବା ଘଟଣାରେ ଆନ୍ଦୋଳନକୁ ଛାତ୍ରଛାତ୍ରୀ ଓହ୍ଲାଇବା ପରେ ପ୍ରଶାସନ ପ୍ରତିଶୃତି ଦେଇ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ କହିଥିଲେ ବି ଅବସ୍ଥାରେ କିଛି ବି…

୫ ଦିନ ପରେ ମିଳିଲା ନିଖୋଜ ରଙ୍ଗାଧରଙ୍କ…

ଓଳାଭର : ବିବାହର ପବିତ୍ର ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ଗୋଟେ ଜନମ ପାଇଁ ନୁହେଁ, ସାତ ଜନମ ପାଇଁ ଏକାଠି ରହିବାର ପଣ କରିଥାଆନ୍ତି ପତିପତ୍ନୀ । ହେଲେ ଯେତେବେଳେ ସେ ପ୍ରତିଶୃତିରେ ଫାଟ ଦେଖାଦିଏ,ଚାହୁଁ ଚାହୁଁ ସମ୍ପର୍କଟା ମିଛ ବୋଲି ପ୍ରମାଣିତ ହୋଇପଡେ ଏଭଳି ଏକ ପ୍ରାସଙ୍ଗିକତା ବହନ କରୁଥିବା ଘଟଣାଟି…

ଗୋଟିଏ ଜାଗାରେ ଲୋକଙ୍କୁ ମିଳିଲା ସମସ୍ତ…

ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ‘ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ’ ଜନାଦୃତ ହେବାରେ ଲାଗିଛି। ଜିଲ୍ଲା ତମାମ ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ଲୋକେ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଅବଗତ ହୋଇ ନିଜକୁ ସାମିଲ କରିପାରୁଛନ୍ତି। ଲୋକଙ୍କ ବିଭିନ୍ନ ସମସ୍ୟା ପ୍ରଶାସନ ଜାଣିବା ସହ…

ରାସନ ଓ କାଳିଆ ଟଙ୍କା ହଡପ ନେଇ ପୁଅ…

ରାଜକନିକା : ଜନ୍ମକଲା ବାପା ପୁଅ ବିରୁଦ୍ଧରେ ଫେରାଦ ହୋଇଛି ଥାନାରେ । ପୁଅ ପାଇଁ ବାପା ମାଆ ଦିଅଁ ଦେବତା ପୁଜା କରି ଲକ୍ଷେ ଶିବ ପୁଜିବାର ଦେଖିବାକୁ ମିଳୁଥିବା ବେଳେ ଜଣେ ବାପା ପୁଅର ଜାଲିଆତିରେ ନିଜ ଟଙ୍କା ହଡପ କରୁଥିବା ସଂପର୍କରେ ଅଭିଯୋଗ ଆଣିବା ଆମ ସାମାଜିକ ଜୀବନର ବାସ୍ତବତାକୁ ସୁଚାଇଛି । ଘଟଣାର…

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ…

କେନ୍ଦ୍ରାପଡା: ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ପରେ ଅନ୍ତରଙ୍ଗ ହେବାକୁ ଶାରୀରିକ ସମ୍ପର୍କ ରଖି ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ହୋଇଯାଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ, କାଳିକାପୁର ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ସହ ଆଳି ମନପୁର ଅଞ୍ଚଳର ମନୋଜ ସେଠି…

୭ ବର୍ଷର ପୁଅ ପାଇଁ ଯୁବକଙ୍କୁ ଅପହରଣ, ୪…

ରାଜନଗର : ରାଜନଗର ଥାନା ଅନ୍ତର୍ଗତ ବରୁଣିପଲା ଗାଁର ଜଣେ ଯୁବକଙ୍କୁ ୪ଜଣ ଯୁବକ ତାଙ୍କ ଘର ନିକଟରୁ ଉଠାଇ ନେଇଥିଲେ । ସେମାନେ ଯୁବକଙ୍କ ହାତକୁ ବାନ୍ଧି ଅଜ୍ଞାତ ସ୍ଥାନରେ ରଖିଥିଲେ । ପୁଲିସ ଖବର ପାଇବା ପରେ ସ୍ୱତନ୍ତ୍ର ଟିମ ଗଠନ କରି ଯୁବକଙ୍କୁ ଉଦ୍ଧାର କରିବା ସହିତ ୪ଜଣ ଅପହରଣକାରୀଙ୍କୁ ଗିରଫ କରିଛି ।…

ବଡ ଭାଇକୁ ପୋଡି ମାରିଦେବାକୁ ସାନଭାଇର…

ରାଜକନିକା :  ଭାତୃବିବାଦ ଯେ କେତେ ଉଗ୍ରରୂପ ନେଇ ପାରେ,ତାହା ଆଜି ରାଜକନିକା ଅଂଚଳରେ ଦେଖିବାକୁ ମିଳିଛି । ବଡଭାଇକୁ ଘର ତିଆରି ବେଳେ ଟଙ୍କା ସାହାଯ୍ୟ କରିଥିବା ସାନଭାଇ ବାକି ଟଙ୍କା ପାଇଁ ବଡଭାଇକୁ ଶୋଇବା ଅବସ୍ଥାରେ ପେଟ୍ରୋଲ ପକାଇ ପୋଡି ମାରିଦେବାର ଉଦ୍ୟମ କରିବା ଘଟଣା ସାରା ରାଜକନିକାକୁ…