ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Rajasthan

ଭାରତୀୟ ବାୟୁ ସେନା ଏୟାରକ୍ରାଫ୍ଟ…

ଜୟପୁର: ରାଜସ୍ଥାନର ଜୈସଲମେରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୈସେଲମେରର ଜବାହାର ନଗରରେ ଏଭଳି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି ।ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ସେନା ବିମାନଟି ହେଲା LCA ଯଥା ଲାଇଟ…

ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭାବେ…

ଜୟପୁର: ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା । ମୁଖ୍ୟମନ୍ତ୍ରୀଙ୍କ ସହିତ ଦୀୟା କୁମାରୀ ଓ ପ୍ରେମଚନ୍ଦ ବୈରଓ୍ବା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜୟପୁରର ଆଲବର୍ଟ ହଲ୍ ପରିସରରେ ରାଜ୍ୟପାଳ କାଲରାଜ୍ ମିଶ୍ରା ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ଏହି…

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ:…

ନୂଆଦିଲ୍ଲୀ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତା'ପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ…

ରାଜସ୍ଥାନରେ ବିଧାନସଭା ମତଦାନ ଜାରି,…

ଜୟପୁର: ରାଜସ୍ଥାନ ବିଧାନସଭା ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ୧୯୯ଟି ବିଧାନସଭା ଆସନରେ ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଭୋଟର । ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ବନ୍ଦୀ…

ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍;…

ରାଜସ୍ଥାନ: ରବିବାର ରାତିରେ ରାଜସ୍ଥାନର ମର୍ମନ୍ତୁଦ ଦୁର୍ଘଟଣା । ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି ।  ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ବସ୍‌ ଗତ ରାତିରେ ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି…

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ,…

ରାଜସ୍ଥାନ: ବର୍ବରତାର ସୀମା ଟପିଲେ ଶାଶୂଘର ଲୋକେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ । ଗର୍ଭବତୀ ମହିଳାକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଚଲାଇଲେ ସ୍ୱାମୀ ସମେତ ଶାଶୂଘର ଲୋକେ । ମଣିପୁରର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍‌ନାକୁ ଆସିଛି ଏପରି ଏକ…

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ…

ଜୟପୁର: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା ।ମୃତାହତମାନେ ଏକ ବିବାହ ସମାରୋହରେ ସାମିଲ୍‌ ହେବା…

ରାଜସ୍ଥାନ, ମଣିପୁରରେ ଭୂକମ୍ପ: ଜୟପୁରରେ…

ନୂଆଦିଲ୍ଲୀ: ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା ବୋଲି କୌଣସି କ୍ଷୟକ୍ଷତି…

ଗିନିଜ ୱାର୍ଲ୍ଡ ରେକର୍ଡ କଲା ରାଜସ୍ଥାନ,…

ଜୟପୁର: ରାଜସ୍ଥାନ ବିଶ୍ବ ରେକର୍ଡ କରିଛି। ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାର୍ଲ୍ଡ ରେକର୍ଡ (ଜିଡବ୍ଲ୍ୟୁଆର) ରେ ସ୍ଥାନ ପାଇଛି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ବରାଁରେ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଯୋଡ଼ିଙ୍କ ବିବାହ…

ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ…

ଜୟପୁର: ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହା ସହ ପରବର୍ତ୍ତୀ ୧୦୦ ୟୁନିଟ ଲାଗି ଫିକ୍ସଡ ରେଟ ବି ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗେହଲଟ କହିଛନ୍ତି- ମୁଦ୍ରାସ୍ଫୀତି ଓ ଜନତାଙ୍କ…