Browsing Tag

Rajastan

ରାଜସ୍ଥାନର ପାଲୀରେ ଲାଇନଚ୍ୟୁତ ହେଲା…

ଜୟପୁର: ରାଜସ୍ଥାନର ପାଲୀରେ ଟ୍ରେନ୍ ଦୁର୍ଘଟଣା । ଯୋଧପୁରରୁ ବାନ୍ଦ୍ରା ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା…

‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର,…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ…

ଶୁଆକୁ ଖୋଜି ଆଣିଲେ ଏକ ଲକ୍ଷ ଟଙ୍କା…

ସିକର: ରାଜସ୍ଥାନ ସହରରୁ ପକ୍ଷୀ ପ୍ରେମର ଏକ ନିଆରା ମାମଲା ସାମ୍‌ନାକୁ ଆସିଛି। ସହରର ସବୁଠାରୁ ବଡ଼ ହାର୍ଟ ସର୍ଜନ ଡ. ଭିକେ ଡେନଙ୍କ ଶୁଆ ତିନି ଦିନ ହେଲା ନିଖୋଜ ହୋଇଯାଇଛି । ଶୁଆ ପଳାଇବା ଦୁଃଖରେ ତାଙ୍କ ଡାକ୍ତର ପତ୍ନୀ ଖାଇବାପିଇବା ଛାଡି ଦେଇଛନ୍ତି। ଏହି ଶୁଆକୁ ଖୋଜିବା ପାଇଁ ଡାକ୍ତର ଲକ୍ଷ ଲକ୍ଷ…

ଚଳନ୍ତା କାର୍‌ରେ ବିଶ୍ବବିଦ୍ୟାଳୟ !…

ଅଲୱର: ରାଜସ୍ଥାନର ରାସ୍ତାରେ ଚାଲୁଥିଲା ୟୁନିଭର୍ସିଟି। ଏକ କାର ପାଲଟିଥିଲା ଚଳନ୍ତା ବିଶ୍ବବିଦ୍ୟାଳୟ। ଟଙ୍କା ଦେବା ମାତ୍ରେ ମିଳୁଥିଲା ଗ୍ରାଜୁଏସନ ଠାରୁ ନେଇ ଏମସିଏ, ଡିଇଡି, ପଲିଟେକ୍ନିକ ଏବଂ ଲାଇବ୍ରେରିଆନ ପର୍ଯ୍ୟନ୍ତ ଡିପ୍ଲୋମା-ଡିଗ୍ରୀ ପ୍ରମାଣପତ୍ର। ରାଜସ୍ଥାନ ଅଲୱରରୁ ଏପରି ବେଆଇନ କାର୍ଯ୍ୟ…

ରାଜସ୍ଥାନରୁ ଆସିଲା ଛାତି ଥରା ଘଟଣା:…

ରାଜସ୍ଥାନ: ରାଜସ୍ଥାନର ଅଲୱରରୁ ଆସିଲା ଏକ ଛାତି ଥରା ଘଟଣା । ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଓଭରବ୍ରିଜ ନିକଟରେ ଫିଙ୍ଗିଦେଲେ ଅଭିଯୁକ୍ତ। ଖାଲି ଏତିକି ନୁହେଁ ଅଭିଯୁକ୍ତମାନେ ତାଙ୍କ ଗୁପ୍ତାଙ୍ଗରେ ତୀକ୍ଷ୍ଣ ଜିନିଷରେ ଆଘାତ କରିଥିବା ଜଣାପଡ଼ିଛି। ରାଜସ୍ଥାନରେ ଦିଲ୍ଲୀର…

ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ…

ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ…

ଚପଲରେ ‘ବ୍ଲୁ ଟୁଥ୍’ ସହ ସିମ୍ :…

ଜୟପୁର: ପରୀକ୍ଷାରେ କପି କରିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ କପି କରିବାକୁ ପରୀକ୍ଷାର୍ଥୀ ୬ ଲକ୍ଷ ଟଙ୍କାର ଚପଲ ବ୍ୟବହାର କରିବା ଘଟଣା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନିରରେ । ରାଜସ୍ଥାନ ସରକାରଙ୍କ ପକ୍ଷରୁ…

ଭାରତର ଏପରି ଏକ ମନ୍ଦିର ଯେଉଁଠି ଶ୍ରାବଣ…

ରାଜସ୍ଥାନ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ପବିତ୍ର ମାସ ଭାବରେ ଗଣନା କରାଯାଏ। ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଭକ୍ତମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ…

ରାଜସ୍ଥାନରୁ ଆସିଲା ଦୁଃଖଦ ଖବର, ପାଣି…

ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଚିତ୍ର ସମ୍ନାକୁ ଆସିଛି। ପିଣି ନ ପିଇବାକୁ ପାଇ ଏକ ୫ବର୍ଷର ଝିଅର ମୃତ୍ୟୁ ଘଟିଛି। ଉକ୍ତ ସ୍ଥାନରେ ଝିଅର ଜେଜେମା ମଧ୍ୟ ଚେତା ଶୂନ୍ୟ ହୋଇ ତଳେ ପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କାହିଁକି କଂଗ୍ରେସ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗେହଲଟ। कोविड टेस्ट करवाने पर आज मेरी रिपोर्ट भी पॉजिटिव आई है। मुझे किसी तरह के लक्षण नहीं हैं और मैं ठीक महसूस कर रहा हूं। कोविड…