ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Raipur

ରାୟପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ…

ଭୁବନେଶ୍ୱର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏହି ମର୍ମରେ ଚଳିତ ମାସ ୧୪ ଓ ୧୫ ତାରିଖରେ ରାୟପୁରଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରାଯାଇ ଥିବା ବେଳେ ଓଡ଼ିଶାରେ କାରବାର ଆରମ୍ଭ ପାଇଁ ଆଶ୍ୱାସନା ଦେଇଛନ୍ତି…

ଆସିବ ବଡ଼ପୁଞ୍ଜି: ଆସନ୍ତାକାଲି ରାୟପୁରରେ…

ରାୟପୁର: ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି।ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ…

ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ…

ରାୟପୁର: ଖୁସିର ଆନନ୍ଦ ଭିତରେ ଦୁଃଖର ଲହରୀ । ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ଭାଣିଜୀ ବାହାଘରରେ ନାଚୁ ନାଚୁ ଚାଲିଗଲା ମାମୁଁଙ୍କ ପ୍ରାଣ । ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍‌ ବସିପଡ଼ି ଟଳିପଡ଼ିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ଏପରି ଏକ ହୃଦୟ…

ସାରା ଦେଶରେ ପ୍ରଥମ ! ମାତ୍ର ୧୦ ମାସର…

ରାୟପୁର: ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ମାତ୍ର ୧୦ ମାସର ଶିଶୁକୁ ରେଳବାଇ ଚାକିରି ! ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡରେ ରାୟପୁର ରେଳବାଇ ପକ୍ଷରୁ ଏହି ନିଯୁକ୍ତି ଦିଆଯିବା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି…

ଭତ୍ତା ପାଇଁ ୯୦୦ କି.ମି ଯାତ୍ରା…

ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦…

ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ…

ରାୟପୁର: ରାୟପୁର ଧର୍ମ ସଂସଦ-୨୦୨୧ରେ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ମଞ୍ଚରୁ ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଛନ୍ତି। ସେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନମସ୍କାର ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ…