ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Railway

ବଜେଟ୍‌ ୨୦୨୩-୨୪: ୫୦୦ ବନ୍ଦେ ଭାରତ, ୩୫…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଆଗତ କରିବେ। ନିର୍ମଳାଙ୍କ ଏହି ବଜେଟ୍‌ରୁ ଅନେକ କିଛି ମିଳିବା ନେଇ ଶିଳ୍ପ, ବ୍ୟବସାୟୀ ଏବଂ ଟିକସଦାତା ସମସ୍ତେ ଆଶାବାଦୀ। ଆହୁରିମଧ୍ୟ ଏହି ବଜେଟରୁ ଭାରତୀୟ ରେଳବାଇ ବହୁତ ଆଶା ରଖିଛି । ବନ୍ଦେ…

ଗୋଟିଏ ରେଳବାଇ ଜୋନ୍‌ରେ ରହୁ ଓଡ଼ିଶାର ସବୁ…

ଭୁବନେଶ୍ୱର : ଓଡ଼ିଶାର ସମସ୍ତ ରେଳପଥ ଗୋଟିଏ ରେଳବାଇ ଜୋନ୍‌ ଅଧିନରେ ରହୁ। ଏନେଇ ପୂର୍ବରୁ ବାରମ୍ବାର ଦାବି ହେଉଥିବା ବେଳେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ଦାବି ପରେ ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ…

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ : ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରାଯାଇଛି । ବୋନସ ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ…

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।…

ରେଳ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଟିକଟ୍…

ନୂଆଦିଲ୍ଲୀ : ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରିଦେଇଛି। ଏହି ରିପୋର୍ଟଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କ ନିମନ୍ତେ…

ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ…

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖରାପ ଖବର। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ରେଳରେ ଯାତ୍ରା। ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ…