ଆଦାନୀ ପ୍ରସଙ୍ଗରେ କ’ଣ ପାଇଁ ତଦନ୍ତ…
ନୂଆଦିଲ୍ଲୀ : ୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗତ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଛି। ଯାହା ପରେ ଦେଶରେ ଏକ ଭୟଙ୍କର ରାଜନୈତିକ ମହାଭାରତ ସୃଷ୍ଟି ହୋଇଛି। କଂଗ୍ରେସ ନେତା…