ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Punjab

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା…

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’। ରୋଡ ଶୋ’ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପରିଭ୍ରମଣ କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ…

ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ସଙ୍ଗୀନ…

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କେଜ୍ରିୱାଲ…

‘ନିଜ ବିଫଳତା ପାଇଁ ନେହେରୁଙ୍କୁ…

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ବିଜେପି ମଧ୍ୟରେ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ…

ଧୂଳିସାତ ହେଲା ସିଦ୍ଧୁଙ୍କ ସ୍ବପ୍ନ,…

ପଞ୍ଜାବ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ପଞ୍ଜାବ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି…

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ…

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଝଟକା । ତାଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବାଲି ଖନନ ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗତକାଲି…

କେଜ୍ରିୱାଲଙ୍କ ବଡ଼ ଘୋଷଣା: ପଞ୍ଜାବରେ…

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ​​ସାଂସଦ ଭଗୱନ୍ତ ମାନ ଆମ୍ ଆଦମୀ ପାର୍ଟିର ମୁଖ୍ଯମନ୍ତ୍ରୀ ଚେହେରା ହେବେ। ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ଭଗୱନ୍ତ ମନଙ୍କ ମାତା ହରପାଲ କୌର ମଧ୍ୟ ଉପସ୍ଥିତ ଥିଲେ। पंजाबियों ने चुना…

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ୨୦ ଫେବୃଆରୀରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।ସୂଚନା ଅନୁଯାୟୀ, ପଞ୍ଜାବରେ ନିର୍ବାଚନ ତାରିଖ…

ପଞ୍ଜାବ ପାଇଁ ଆପର ୧୦ ସୁତ୍ରୀ ମଡେଲ:…

ପଞ୍ଜାବ: ମଙ୍ଗଳବାର ପଞ୍ଜାବର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ପଞ୍ଜାବର ମଡେଲ ଉପସ୍ଥାପନ କରିଛନ୍ତି। ସିଦ୍ଧୁଙ୍କ ପ୍ରତିକ୍ରିୟାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପଞ୍ଜାବ ମଡେଲକୁ ଉପସ୍ଥାପନ…

ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାରଙ୍କ…

ପଞ୍ଜାବରେ ବିଧିନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜୀତ ସିହଂ ଚନ୍ନୀ ଆଜି କୃଷକଙ୍କ ଋଣ ଛାଡ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କୃଷକଙ୍କ ୨ ଲକ୍ଷ ପର୍ଯ୍ଯନ୍ତ ଋଣ ଛାଡ କରାଯିବ । ଏହାସହ ଭୂମିହୀନ ଶ୍ରମିକଙ୍କ ଋଣ ମଧ୍ୟ ଛାଡ କରାଯିବ ।…

ସ୍ବର୍ଣ୍ଣ ମନ୍ଦିରରେ ଯୁବକଙ୍କୁ ପିଟି…

ଅମୃତସର: ଶିଖ୍‌ଙ୍କ ସବୁଠାରୁ ବଡ଼ ଧାର୍ମିକସ୍ଥଳ ସ୍ବର୍ଣ୍ଣ ମନ୍ଦିରରେ ଶନିବାର ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ଏହି ଯୁବକ ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅସମ୍ମାନ କରିବାକୁ ପ୍ରୟାସ କରିଥିଲା। ସେ ସେଠାରେ ରଖାଯାଇଥିବା ଶ୍ରୀସାହିବ(କୃପାଣ) ଉଠାଇ ନେଇଥିଲେ।…