ଠିକଣା ପଚାରିବା ବାହାନାରେ ଯୁବକଙ୍କୁ…
ପଞ୍ଜାବ: ଦୁଷ୍କର୍ମର ଶିକାର ହେଲେ ଯୁବକ । ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବତୀ । ଠିକଣା ପଚାରିବା ବାହାନାରେ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ୪ ଜଣ ଯୁବତୀ ମିଶି ଗଣଦୁଷ୍କର୍ମ କରିଛନ୍ତି । ପଞ୍ଜାବର ଜଳନ୍ଧରରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକଙ୍କୁ ୪…