ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

president election 2022

ରାଇସିନା କାଉଣ୍ଟଡାଉନ: ପ୍ରଥମ ରାଉଣ୍ଡ…

ନୂଆଦିଲ୍ଲୀ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି। କାହାର ନୂଆ ଠିକଣା ହେବ ରାଇସିନା ହିଲ। ଆଉ କିଛି ସମୟର ଅପେକ୍ଷା, ଆସିବ ଫଳାଫଳ । ଦିନ ୧୧ଟାରୁ ଆରମ୍ଭ ହୋଇଛି ଗଣତି।  ପ୍ରଥମ ରଉଣ୍ଡରେ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ସାଂସଦ ମାନଙ୍କର ଭୋଟ ଗଣତି କରାଯାଇଥିଲା। ଦୌପଦୀ ମୁର୍ମୁଙ୍କୁ ୫୪୦…

ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତିବେ କିମ୍ବା ବିରୋଧୀଙ୍କ ଯଶୋବନ୍ତ ସିହ୍ନା ଏହା ସ୍ଥିର ହେବ। ଏହାରି ମଧ୍ଯରେ ଆପଣ ବାରମ୍ବାର ଶୁଣିବେ ଗୋଟିଏ ଶବ୍ଦ ହେଉଛି ଇଲେକ୍ଟୋରାଲ୍ କଲେଜ। ଏହି ଶବ୍ଦ କେତେ ଗୁରୁତ୍ୱପୂର୍ଣ୍ଣ, ଏଥିରୁ ଏହା…

ଦ୍ରୌପଦୀ, ଯଶୋବନ୍ତଙ୍କ ଭାଗ୍ୟ ପରୀକ୍ଷା…

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳେ ଭୋଟ ଗଣତି ସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା…

ବିଧାନସଭାର ୫୪ ନଂ ରୁମ୍‌ରେ ଚାଲିଛି…

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ ଗ୍ରହଣ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା…

କାଲି ରାଷ୍ଟ୍ରପତି ନିର୍ବାଚନ :…

ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି…

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ:…

ଭୁବନେଶ୍ୱର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନିତ ହୋଇଛନ୍ତି। ଚଳିତ ମାସ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ଦ୍ରୌପଦୀଙ୍କୁ ରାଇସିନା ହିଲ୍‍ ପଠାଇବାର ମଙ୍ଗ ଧରିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଆଜି ବିଧାନସଭାରେ ବିଜେଡିର ସମସ୍ତ ବିଧାୟକଙ୍କୁ…

ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ…

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ଶିବସେନା । ଶିବସେନାର ଦଳୀୟ ବୈଠକରୁ ଏନେଇ ସଙ୍କେତ ମିଳିଛି। ଲୋକସଭାରେ ଥିବା ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୩ ଜଣ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତିଅଧିକାଂଶ ସାଂସଦ…

‘ମୋ ପୁଅ ରାଜ ଧର୍ମକୁ ଅନୁସରଣ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଓ ତାଙ୍କ ପୁଅ ଜୟନ୍ତ ସିହ୍ନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୟନ୍ତ ନିଜ ବାପାଙ୍କୁ ସମର୍ଥନ କରିବେ ନା ପାର୍ଟିକୁ ସମର୍ଥନ କରିବେ ସେ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କାରଣ…

ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ଶ୍ରୀମତୀ ମୁର୍ମୁ ଗୁରୁବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି…

ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପାର୍ଥୀ…

ଭୁବନେଶ୍ୱର : ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ । ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ। ଦ୍ରୌପଦୀ ଗୁରୁବାର ସକାଳେ ଏମ୍‌ସିଏଲ ଗେଷ୍ଟ ହାଉସ୍‌ରୁ ବାହାରି ଜେଡ୍‌ ପ୍ଲସ…