ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Pranab Prakash Da

ପରୀ ହତ୍ୟା ମାମଲା: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଧର୍ମେନ୍ଦ୍ର କରିଛନ୍ତି ମହାପାପ । ନୟାଗଡ଼ ପରୀ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀକୁ ନ୍ୟାୟ ମିଳିବା ପରେ ସୋସିଆଲ ସାଇଟ 'ଏକ୍ସ'ରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼…

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ…

ମୟୂରଭଞ୍ଜରେ କର୍ମୀଙ୍କୁ ପ୍ରଣବଙ୍କ…

ବାରିପଦା : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୁବିଧା ସୁଯୋଗ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ କରୋନା ଓ ବାତ୍ୟା ପ୍ରଭାବିତଙ୍କ ଦୁଃଖସୁଖ ବୁଝିଥିବାରୁ ଦଳର କର୍ମକର୍ତ୍ତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ…

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା…

ଭୁବନେଶ୍ୱର: ସଂକଟରେ ଓଡ଼ିଶା ସାଜିଛି ପଥ ପ୍ରଦର୍ଶକ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ଅକ୍ସିଜେନ ଯୋଗାଣ ନେଇ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ସଂକଟ ଦୂର କରିଛନ୍ତି…

ରୁଦ୍ର ରଥରେ ସାରଥୀ ‘ନବୀନ’

ପୁରୀ: ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଆସନ୍ତା ୧୭ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମତଦାନର ଦିନ ଯେତେ ପାଖଉଛି ପିପିଲି ଡେଲାଙ୍ଗ ଅଞ୍ଚଳରେ ନିର୍ବାଚନୀ ଉଷ୍ଣତା ସେତିକି ବଢ଼ିିବାରେ ଲାଗିଛି। ପ୍ରଚାର ସମୟ ସରିଆସୁଥିବାରୁ ଭୋଟରଙ୍କୁ ମନେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ…

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ମଧୁର…

ଭୁବନେଶ୍ୱର: ଏକ ରାଜନୈତିକ ବୟାନବାଜି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧୁର କଟାକ୍ଷ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି କଟାକ୍ଷ ଓ ଧର୍ମେନ୍ଦ୍ରଙ୍କ ଉକ୍ତି ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହୋଇଛି । ଘଟଣାଟି ହେଲା, ଏବେ ବିଜେପିର ବରିଷ୍ଠ ନେତା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରିଛନ୍ତି । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ । ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ…