ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Prakruti Mishra

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ରେ…

ଭୁବନେଶ୍ବର : କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ବିଗ୍ ବସ୍ -୧୬କୁ ଅପେକ୍ଷା କରିଛନ୍ତି। ଦୀର୍ଘ ଦିନ ଧରି ସଲମାନଙ୍କ ପ୍ରମୋ ବିଷୟରେ ଆଲୋଚନା ହେଉଥିଲା। ଏହାପରେ ଶୋ’ର ପ୍ରଥମ ପ୍ରୋମୋ ସାମ୍ନାକୁ ଆସିଛି। ପୁଣି ଥରେ ସଲମାନ ହୋଷ୍ଟ ଭାବରେ…

ବଲିଉଡ୍‌ରେ ମୋ ଝିଅ ନିଜକୁ ପ୍ରତିଷ୍ଠିତ…

ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି…

ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ…

ଭୁବନେଶ୍ବର : ବାବୁସାନଙ୍କ ପ୍ରକୃତିଙ୍କ ସଂପର୍କ କେତେ ନିବିଡ? ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ…

ବାବୁସାନ୍‌ ତାଙ୍କ ପରିବାର ପାଖକୁ…

ଭୁବନେଶ୍ବର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳହ। ଷ୍ଟାର କଳିର ଗତ ୩ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି। ଘଟଣା ସହ…

ବାବୁସାନ୍-ପ୍ରକୃତିଙ୍କୁ ପୁଲିସର ନୋଟିସ୍…

ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ…

ବିବାଦ ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ବର : ଗତକାଲିର ହାଇଡ୍ରାମା ପରେ ଅଧରାତିରେ ଭିଡିଓ ପୋଷ୍ଟ କରି ନିଜ ସଫେଇ ରଖିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି। ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ।ଅଭିନେତ୍ରୀ ପ୍ରକୃତି…

ପ୍ରକୃତିଙ୍କ ନାଁରେ ତୃପ୍ତିଙ୍କ ସଂଘାତିକ…

ଭୁବନେଶ୍ବର : ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ଆଜି ଖାରବେଳନଗର ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁରେ ଦେଇଥିବା ଅଭିଯୋଗରେ ଲେଖିଛନ୍ତି ଯେ ଦୁଇବର୍ଷ ହେବ ସମ୍ପର୍କରେ ଥିଲେ ବାବୁସାନ-ପ୍ରକୃତି ।…

ଶାଶୁ ଅପରାଜିତାଙ୍କ ସହ ଖାରବେଳନଗର…

ଭୁବନେଶ୍ବର : ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମସଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ…

ବାବୁସାନ୍‌ଙ୍କ ସ୍ତ୍ରୀ ମୋତେ ଶାରୀରିକ ଓ…

ଭୁବନେଶ୍ବର : ରାଜଧାନୀର ରାଜରାସ୍ତାରେ ଓଡ଼ିଆ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଓଲିଉଡର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଥିବା ବେଳେ ମାମଲା ଏବେ ଥାନାରେ…

ସେଲିବ୍ରିଟିଙ୍କ ଭିଡ଼ିଓ ଭାଇରାଲ, ରାସ୍ତା…

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ…