ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Police

ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ…

କଟକ: ପୁଣି ବାଦାମବାଡି ପୁଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏକ ଚୋରି ମାମଲାରେ ବାଦାମବାଡି ପୁଲିସ ତାକୁ ଗିରଫ କରିଛି। ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସେ ବିଭିନ୍ନ ରାଜ୍ୟରେ ମଧ୍ୟ ବୁଲି ଚୋରି କରିଛି। ତା ନାଁ ରେ ଚୋରି, ଡକାୟତି, ଲୁଟ…

ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ…

ଭୁବନେଶ୍ୱର: ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ ବସ୍ତାକୁ ନଷ୍ଟ କରିବାରେ ଓଡ଼ିଶା ପୁଲିସ ଆଗରେ ରହିଛି। ପୁଲିସ ୫୨୭ମାମଲାରେ ୯୫୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବା ବେଳେ ୪୧ଟି ମାମଲାରେ ୩୦କେଜି ୬୦୦ଗ୍ରାମର ବ୍ରାଉନସୁଗର ନଷ୍ଟ କରିଛି। ସେହିପରି ଏସ୍‌‌ଟିଏଫ ମଧ୍ୟ ଜବତ ନିଶାଦ୍ରବ୍ୟ ନଷ୍ଟ କରିବା…

ରାତି ପାହିଲେ ଜାଗର: ପ୍ରଭୁ ଲିଙ୍ଗରାଜଙ୍କ…

ଭୁବନେଶ୍ବର: ରାତି ପାହିଲେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର…

ଜେଲ୍‍ ଫେରନ୍ତାଙ୍କ ଉପରେ ପୁଲିସର ରହୁନି…

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପୁଲିସ ଆରମ୍ଭ କରିଥିଲା ଜେଲ୍‍ ପରେଡ୍‍। ଏହାଦ୍ୱାରା ଅପରାଧୀ ଜେଲ୍‍ରୁ ବାହାରି ପୁଣି କୌଣସି ଅପରାଧ କଲେ ତୁରନ୍ତ ପୁଲିସ ତାକୁ ଚିହ୍ନଟ କରିବା ଓ ଗିରଫ କରିବାରେ ସହଜ ହେବ ବୋଲି କୁହାଯାଉଥିଲା। ଜେଲ୍‍ ପରେଡ୍‍ ପ୍ରତି ରବିବାର କରାଯିବା ନେଇ ପୁଲିସ…

ଦିଲ୍ଲୀରେ ୩ଶହ ପୁଲିସ କର୍ମଚାରୀ କରୋନା…

ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି କରୋନା ।  ସମ୍ମୁଖ ଯୋଦ୍ଧା ଭାବେ ନିୟୋଜିତ କର୍ମଚାରୀ  ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ସୋମବାର ଦିଲ୍ଲୀ ପୁଲିସର ପ୍ରାୟ ୩ଶହ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କର…

ଏସ୍‍ଟିଏଫ୍‍ ଯଦି ଧରୁଛି; ପୁଲିସ କାହିଁକି…

ଭୁବନେଶ୍ୱର : ରାଜଧାନୀରେ ବୁଲିଛି ମାଳମାଳ ବନ୍ଧୁକ। ବନ୍ଧୁକ ବେପାରୀଙ୍କୁ ଧରିବାରେ ଏସ୍‍ଟିଏଫ୍‍ ଏକପ୍ରକାର ସଫଳତା ପାଉଥିବା ବେଳେ କମିସନରେଟ୍‍ ପୁଲିସ କିଭଳି ଏ ଦିଗରେ କାହିଁକି ବିଫଳ ହେଉଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରାଜଧାନୀ କିମ୍ବା ଉପକଣ୍ଠ ଅଞ୍ଚଳରେ ମାଳମାଳ ବନ୍ଧୁକ କାରବାର ଚାଲୁଛି। ତେଣୁ…

ପୁଲିସ ନିଶାଣରେ ‘ନିଶା’ ମାଫିଆ

ଭୁବନେଶ୍ୱର : ରାଜ୍ୟରେ ନିଶାବେପାରୀଙ୍କୁ ଧରିବାକୁ ପୁଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ପଦକ୍ଷେପ। ଏହାର ନେତୃତ୍ୱ ନେଇଛନ୍ତି ଖୋଦ ପୁଲିସ ମହାନିର୍ଦେଶକ। ରାଜ୍ୟରେ ନିଶା କାରବାରକୁ ମୂଳପୋଛ କରିବାକୁ ପ୍ରସ୍ତୁତ କରିଛନ୍ତି ବିସ୍ତୃତ ରଣନୀତି। କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍‍) ଦିନରାତି…

ଫିଲ୍ମ ଷ୍ଟାଇଲ୍‌ରେ ରାଜପଥରେ ପୁଲିସ ଓ…

ଧର୍ମଶାଳା : ଟ୍ରକ ଡ୍ରାଇଭିଂ କରିଆସୁଥିବା ଜଣେ ଅପରାଧୀକୁ ଧରିବା ପାଇଁ ଧର୍ମଶାଳା ପୁଲିସ ଆଜି ରାତି ୯ଟା ସମୟରେ ଜାରକାଠାରେ ରାଜପଥକୁ ନାକାବନ୍ଦି କରିଥିଲା। ରାଜପଥ ଉପରେ ପୁଲିସକୁ ହଠାତ ଦେଖିବା ପରେ ଅପରାଧୀ ଟ୍ରକଟିକୁ ଦ୍ରୁତଗତିରେ ନେବା ସମୟରେ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ଟ୍ରକ ଆଗକୁ ଯାଇ…