Browsing Tag

PM Modi

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି,…

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । କର୍ଣ୍ଣାଟକର ହୁବଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୋଡ ଶୋ’ କରି ଯାଉଥିବାବେଳେ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ଦୌଡ଼ି ଆସିବା ସହ ମୋଦିଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ତେବେ…

ରାଜପଥ ହେବ ‘କର୍ତ୍ତବ୍ୟ ପଥ’; ସନ୍ଧ୍ୟାରେ…

ନୂଆଦିଲ୍ଲୀ: ଆଜି ଉଦଘାଟିତ ହେବ କର୍ତ୍ତବ୍ୟ ପଥ। ପୂର୍ବରୁ ରାଜପଥ ନାମରେ ନାମିତ ହୋଇ ଆସିଥିବା ଏହି ମାର୍ଗର ନୂଆ ନାମ କର୍ତ୍ତବ୍ୟପଥ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉଦଘାଟନ କରିବେ। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ…

ଆରମ୍ଭ ହେଲା ଆଇଏନଏସ ବିକ୍ରାନ୍ତକୁ ନେଇ…

ନୂଆଦିଲ୍ଲୀ : ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ…

ଦୁର୍ନୀତି ଓ ପରିବାରବାଦ ଦେଶପାଇଁ ଦୁଇଟି…

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଆଜି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ…

ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା…

ଭୁବନେଶ୍ୱର: ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ…

ଉତ୍ତମ ଚିନ୍ତାଧାରା ନେଇ ଚଳିତ ଅଧିବେଶନରେ…

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଏଥିପାଇଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ପୂର୍ବରୁ ସେ ତାପୂର୍ବରୁ ଗଣମାଧ୍ୟମ ସହ କଥା ହେବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ…

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ ମିଳିଛି। ସୂଚନା ଅନୁଯାୟୀ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ପାଖକୁ ଏକ ଧମକପୂର୍ଣ୍ଣ କଲ ଆସିଛି। କଲ୍…

ଟିକା ସାର୍ଟିଫିକେଟରେ ରହିବନି…

ନୂଆଦିଲ୍ଲୀ: ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ ।  ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ଆଉ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଆଦି ରାଜ୍ଯରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି…

ବିଷ ଓଗାଳିଲେ ରାଜ୍ୟପାଳ ସତ୍ୟପାଲ ମଲିକ:…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି ମେଘାଳୟ ରାଜ୍ୟପାଳ ତଥା ବିଜେପି ନେତା ସତ୍ୟପାଲ ମଲିକ। ମୋଦୀ ଜଣେ ଅହଂକାରୀ ବ୍ୟକ୍ତି ଏବଂ ତାଙ୍କ ସହ ମୋର ଝଗଡ଼ା ହୋଇଛି ବୋଲି ସତ୍ୟପାଲ ହରିୟାଣାର ଦାଦ୍ରି ଠାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି।…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆବାସ ଯୋଜନା ନେଇ ପୁଣି ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମେ’ ମାସରେ ହୋଇଥିବା  ଫନି ବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇଥିଲେ ହେଁ…