ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Plus Two Exam

ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦…

ଭୁବନେଶ୍ବର: ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତଙ୍କ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ପ୍ରଥମ ଦିନ ଅର୍ଥାତ…

ଜୁନ୍ ୨ରୁ +୨ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଜୁନ ୨ ତାରିଖରୁ ଆରମ୍ଭ ହେବ + ୨ ମୂଲ୍ୟାୟାନ । ୨ଟି ପର୍ଯ୍ଯାୟରେ ଯୁକ୍ତ ଦୁଇ ଖାତାଦେଖା ହେବ। ୬୪ଟି କେନ୍ଦ୍ରରେ ଅଫଲାଇନ, ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ଜୁନ ୨ରୁ ଜୁନ ୧୨ ପର୍ଯ୍ଯନ୍ତ ପ୍ରଥମ ପର୍ୟ୍ୟାୟର ମୂଲ୍ୟାୟାନ ହେବ। ଜୁନ୍‍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ଯାୟ ମୂଲ୍ୟାୟନ ହେବ।…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା…

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ  ଦ୍ୱାଦଶ (+୨) ପରୀକ୍ଷା ଘୁଞ୍ଚିଛି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪କୁ ଘୁଞ୍ଚାଇ ଦିଆଯାଇଛି । କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ, ବିଜ୍ଞାନର ଗଣିତ ପରୀକ୍ଷା ଘୁଞ୍ଚିଥିବା ସୂଚନା ।

ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା ପାଇଁ…

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। ପରୀକ୍ଷା କାର୍ଯ୍ୟସୂଚୀ ବାବଦରେ ସିଏଚ୍ଏସ୍ଇ ପକ୍ଷରୁ ଘୋଷଣା କରାଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ପଢୁଥିବା ୨ୟ ବର୍ଷର ରେଗୁଲାର ଓ ଏକ୍ସରେଗୁଲାର…

ଏପ୍ରିଲ ୨୮ରୁ ଦ୍ବାଦଶ ବୋର୍ଡ ପରୀକ୍ଷା,…

ଭୁବନେଶ୍ବର: ଏପ୍ରିଲ ୨୮ରୁ ଦ୍ବାଦଶ ( +୨) ପରୀକ୍ଷା । କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହେବ। ରାଜ୍ଯରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମହାମାରୀ…