ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

pipili by election

ପିପିଲିରେ ଉଡିଲା ବିଜେଡିର ବିଜୟ ବାନା,…

ଭୁବନେଶ୍ବର : ପୁଣିଥରେ ପିପିଲି ଉଡିଛି ବିଜେଡିର ବିଜୟ ବାନା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ…

ପିପିଲି ଭୋଟ୍‌ ଗଣତି : ବଢି ଚାଲିଛି…

ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ପ୍ରଥମ ରାଉଣ୍ଡରୁ ଆଗୁଆ ରହିଆସିଥିବା ବିଜେଡି ୧୩ ତମ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ୧୩ ତମ…

ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି:…

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ୩ୟ ରାଉଣ୍ଡ ଭୋଟ ଗଣତି ସରିଛି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି  ତୃତୀୟ ରାଉଣ୍ଡରେ ମଧ୍ଯ ଅଧିକ ଭୋଟ୍ ପାଇଛି ବିଜେଡି ।  ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୫୦୪୪ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ…

ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି…

ଭୁବନେଶ୍ଵର / ପୁରୀ: ଆଜି ବାହାରିବ ପିପିଲି ଫଳ। ଦୀର୍ଘ ବର୍ଷେ ପରେ ପିପିଲିବାସୀ ପାଇବେ ନୂଆ ନିର୍ବାଚିତ ପ୍ରତିନିଧି। ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ  ହୋଇଯାଇଛି। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଇଛି। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି ଆରମ୍ଭ…

ଆଜି ପିପିଲି ଭୋଟ୍: ମତଦାନ ଆରମ୍ଭ,…

ଭୁବନେଶ୍ଵର: ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରମାନେ ଆଜି ବିଧାୟକ ବାଛିବେ । ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ଲାଗିଛି…

ରାତି ପାହିଲେ ପିପିଲି ଭୋଟ୍‌ : ପ୍ରସ୍ତୁତ…

ଭୁବନେଶ୍ବର : କାଲି ବିଧାୟକ ବାଛିବେ ପିପିଲିବାସୀ। ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ହେବ ମତଗ୍ରହଣ । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ ।…

ପିପିଲି ଉପ ନିର୍ବାଚନ: ବୁଥକୁ ଗଲେ ପୋଲିଂ…

ପୁରୀ: ଦିନକ ପରେ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ପ୍ରଚାର ଶେଷ ହୋଇଥିଲା ବେଳେ ମଙ୍ଗଳବାର ବୁଥ୍ କେନ୍ଦ୍ରକୁ ଯାତ୍ରା…

ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି…

ଭୁବନେଶ୍ୱର: ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ଆଜି ପିପିଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି…

ପିପିଲି ଉପନିର୍ବାଚନ: ବୟସ୍କ, ଦିବ୍ୟାଙ୍ଗ…

ପୁରୀ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ…

ଆଜିଠୁ ଜମିବ ପିପିଲି ପ୍ରଚାର

ଭୁବନେଶ୍ୱର: ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଅଛି। ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ…