ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Phulbani

କନ୍ଧମାଳରେ ବର୍ଷା ବିତ୍ପାତ: ଫୁଲି ଉଠିଛି…

ଫୁଲବାଣୀ: ଚଳିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି l ବିଭିନ ସ୍ଥାନରେ କଲଭର୍ଟ, ଛୋଟ ଛୋଟ ପୋଲ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆରୁ ଲାମପଦର…

ଯୋଡା ମୁଣ୍ଡ ଶିଶୁ ଜଗା ପିନ୍ଧିଲା…

ଫୁଲବାଣୀ: ଆଜି ହେଉଛି ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀଠାରୁ ରାକ୍ଷୀ ବାନ୍ଧି ବେଶ୍ ଖୁସି ଅଛି l ଜଗାକୁ ଛାଡି କାଳିଆ ଚାଲିଯିବା ପରେ…

ଏସ୍‌ଟିଏଫ ଓ ଫୁଲବାଣୀ ବନ ବିଭାଗର ଚଢ଼ାଉ:…

ଫୁଲବାଣୀ: କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଏସଟିଏଫ୍‌ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫର ତୀକ୍ଷ୍‌ଣ ନଜରରେ ପଡ଼ିଛନ୍ତି ବାଘ ଶିକାରୀ । ନୟାଗଡ଼ ବନଖଣ୍ଡର ଅରଣିଗଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିଥିବା ଶିକାରୀ ଓ…

ପ୍ରବଳ ବର୍ଷାରେ ବେହାଲ ଫୁଲବାଣୀ: ଅନେକ…

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଗାତାର ଭାବେ ଗତ ସପ୍ତାହେ ଧରି ପ୍ରବଳ ବର୍ଷା ଲାଗିରହିଛି। ଜିଲ୍ଲାର ସବୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀ ସବୁ ଫୁଲି ଉଠିଛି। ଗତ ରାତି ରୁ ଫୁଲବାଣୀ ସମେତ ସାରା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅନେକ କଚା ଘର ଭାଙ୍ଗି ଯାଇଛି। ଫୁଲବାଣୀ…

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ:…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀର ତ୍ରିଦେବନଗରରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି।  ଘଟଣା ସ୍ଥଳରେ ମା' ଓ ୫ ବର୍ଷର ଝିଅର ମୃତ୍ଯୁ ଘଟିଥିବା ବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଆହତ ବାପପୁଅଙ୍କୁ …

ଲୁଟେରାଙ୍କ ଆତଙ୍କରାଜ: ବୃଦ୍ଧଙ୍କ ଠାରୁ…

ଫୁଲବାଣୀ: ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍ । ଫୁଲବାଣୀ ଟାଉନ ଥାନା ନିକଟରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।ପୁଲିସ ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ…

କନ୍ଧମାଳ ପୋଲିସକୁ ସଫଳତା: ବିପୁଳ…

ଫୁଲବାଣୀ: କନ୍ଧମାଳ ପୋଲିସକୁ ବଡ଼ ସଫଳତା। ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । ଚଢ଼ାଉ ପରେ…

ଗାଧୋଇବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ…

ଫୁଲବାଣୀ: ଟିକାବାଲି ଥାନା ଛତିଝର ଗାଁରେ ରବିବାର ଅଭାବନୀୟ ଘଟଣା ଘଟିଯାଇଛି। ସାଲୁଙ୍କୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ଯୁ ଘଟିଛି। ଭାଇର ବୟସ ୫ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଟିକାବାଲି ମେଡିକାଲ ଡାକ୍ତର। ପୁଲିସ…

ବିକାଶ ଅପେକ୍ଷାରେ ଶେଷାୱିଓସି, ମାଡ଼ଃହେଜୁ…

ଦାରିଙ୍ଗବାଡ଼ି : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ପର୍ଯଟନ ସ୍ଥଳି ରହିଛି, ଯାହା ଆଜି ପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ। ସେଗୁଡ଼ିକର ଚିଠା ପର୍ଯ୍ୟଟନ ବିଭାଗ ପାଖରେ ମଧ୍ୟ ନାହିଁ। ସ୍ଥାନୀୟ ଲୋକଙ୍କ ଦ୍ୱାରା ହିଁ, ଯାହା କିଛି ପରିଚୟ ହାସଲ କରିଛି। ଦାରିଙ୍ଗବାଡ଼ି…

ବିସ୍ମୟ ପ୍ରତିଭା ବିଦୁସ୍ମିତା, ଆଖିରେ…

ଫୁଲବାଣୀ: ସାଧାରଣତଃ ଆଖି ଖୋଲି ଯେଉଁ କାର୍ଯ୍ୟ କରିହୁଏ ଆଖି ବନ୍ଦ କରି ସେହିଭଳି କାର୍ଯ୍ୟ କରିପାରୁଥିବା ଚଉଦ ବର୍ଷର ବିସ୍ମୟ ଛାତ୍ରୀ ବିଦୁସ୍ମିତା । ବୟସରେ ଛୋଟ ହେଲେବି ଆଖିରେ ପଟି ବାନ୍ଧି ସାଇକେଲ୍ ଚଲେଇବା ସହ ପାଠ ପଢିବା ଏବଂ ଲେଖି ମଧ୍ୟ ପାରୁଛନ୍ତି । ଏମିତି ଏକ ବିସ୍ମୟ ଛାତ୍ରୀ ହେଉଛନ୍ତି…