ପୁରୀ ଗୋପ ବ୍ଳକର ମାଟିତଳେ ରହିଛି…
ପୁରୀ: ଓଡ଼ିଶାର ମାଟି ତଳେ ରହିଛି ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ । ପୁରୀ ଜିଲ୍ଲା ଗୋପବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଏକବର୍ଷ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ଦୁଇ ବର୍ଷ ତଳେ ଓଡ଼ିଶା ଉପକୂଳବର୍ତ୍ତୀ…