ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

petrol and diesel price hike

ପୁଣି ବଢ଼ିବ ତେଲ ଦର: ପେଟ୍ରୋଲ ୩ ଓ ଡିଜେଲ…

ନୂଆଦିଲ୍ଲୀ: ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ଏଥର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଅପେକ୍ଷା ଡିଜେଲ ମୂଲ୍ୟରେ ଅଧିକ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ଏହି ଅନୁଯାୟୀ, ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨ରୁ ୩ ଟଙ୍କା ଏବଂ ଡିଜେଲ ୩-୪ ଟଙ୍କା ମହଙ୍ଗା ହୋଇପାରେ। ପେଟ୍ରୋଲ ଏବଂ…

ଅତିଷ୍ଠ ହେଲେଣି ସାଧାରଣ ଲୋକେ: ଆଜି ପୁଣି…

ନୂଆଦିଲ୍ଲୀ :ଆଜି ପୁଣି  ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର । ପେଟ୍ରୋଲ ଦର ୧୦ ଟଙ୍କା ୭୧ ପଇସା ବଢ଼ିଥିବାବେଳେ ଡିଜେଲ ଦର ୧୬ ଦିନରେ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି ।ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେର ଦର ଲିଟର ପିଛା ୮୦ ପଇସା…

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର,…

ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ…

ତୈଳ ଦରରେ ଲାଗୁନି ବ୍ରେକ: ଆଜି ପୁଣି…

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୪ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮.୪୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନ ଲିଟର ପିଛା ଯଥାକ୍ରମେ ୧୦୩.୮୧ ଟଙ୍କା ଏବଂ ୯୫.୦୭ ଟଙ୍କା ରହିଛି। ମୁମ୍ବାଇରେ…

ହୁ ହୁ ହୋଇ ବଢୁଛି ତୈଳ ଦର: ଆଜି ପୁଣି…

ଭୁବନେଶ୍ୱର: ଆଜି ବି ପୁଣି ବଢିଲା ତେଲ ଦର । ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର…

ମହଙ୍ଗା ଛାଟ; କିଛିଦିନର ବ୍ୟବଧାନରେ ପୁଣି…

ନୂଆଦିଲ୍ଲୀ: ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର…

ଦେଢ଼ଶହ ଛୁଇଁବ ପେଟ୍ରୋଲ !

ନୂଆଦିଲ୍ଲୀ: ଥମୁନି ତେଲ ତାତି। କମୁନି ଦର। ଦୈନିକ ବଢ଼ୁଛି ପେଟ୍ରୋଲ ଏବଂ ଡିଜେଲ ଦର। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଦର ଏଭଳି ସ୍ତରରେ ପହଞ୍ଚିଛି ଯେଉଁଠି ପେଟ୍ରୋଲ ଏବେ ଲିଟର ପିଛା ୧୨୧ ଟଙ୍କା ଟପିଯାଇଛି। ଆହୁରିମଧ୍ୟ ଆଗକୁ ଦର କମିବାର ସମ୍ଭାବନା…

କରୋନା ସଙ୍କଟବେଳେ ଉପରମୁଁହା ତୈଳଦର, ୪…

କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ…

ମୁମ୍ବାଇରେ ରେକର୍ଡ ସ୍ତରରେ ପେଟ୍ରୋଲ ଦର,…

ନୂଆଦିଲ୍ଲୀ: ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି।  ଶନିବାର ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଆଜି ଡିଜେଲର ମୂଲ୍ୟ ୩୭ରୁ ୩୯ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ ୩୮ ରୁ ୩୯ ପଇସାକୁ ବୃଦ୍ଧି ପାଇଛି।ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ…