ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

PCC President

ବଦଳିବେ ପିସିସି ପ୍ରଭାରୀ ! ଡଃ ଏ ଚେଲ୍ଲା…

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଭାରୀ ଖୁବ୍‌‌ ଶୀଘ୍ର ବଦଳି ହେବେ। ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ କଂଗ୍ରେସ ହାଇକମାଣ୍ଡ ଖୁସି ନାହାଁନ୍ତି। ପ୍ରଦେଶ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ସନ୍ତୋଷଜନକ ନ ଥିବା ହାଇକମାଣ୍ଡ ମନେ କରୁଛନ୍ତି। ଏଣୁ ଏଆଇସିସି ପକ୍ଷରୁ ଏହି କଠୋର…

ଶରତଙ୍କର ଯୋଗ୍ୟତା ଓ ଅଭିଜ୍ଞତା ଅଛି, ସେ…

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି ସହିତ ଦୀର୍ଘ…

ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି। ଆଜି ଶରତଙ୍କ ନାଁ ଉପରେ ମୋହର ମାରିଛି ଏଆଇସିସି। ଆଜି ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଘୋଷମା କରିଛନ୍ତି ।…

କିଏ ହେବ ପିସିସି ସଭାପତି ? ଖୁବ୍‍ଶୀଘ୍ର…

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ସେ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେବେ। ରାହୁଲ ଯାହା ନାଁରେ ସମ୍ମତି ଦେବେ; ସେହି ନାଁରେ ସୋନିଆ କେବଳ ମୋହର ମାରିବେ। ଆଗାମୀ ଦିନରେ ସୋନିଆ ଗାନ୍ଧୀ ପୁନର୍ବାର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି ପଦରେ ଅଭିଷିକ୍ତ କରିବାକୁ…

ରାହୁଳ ଗାନ୍ଧୀଙ୍କ ସହ ଓଡ଼ିଶା କଂଗ୍ରେସ…

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ରାଜନୀତି ନାଟକ ଏବେ ଦିଲ୍ଲୀକୁ ସ୍ଥାନାନ୍ତରିତ। ଦଳର ସଭାପତି, ଅନେକ ପୂର୍ବତନ ସଭାପତି, ଛାମୁଆ ସଙ୍ଗଠନର ନେତା ଓ ବିଧାୟକମାନେ ଏବେ ଦିଲ୍ଲୀରେ। ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀଙ୍କ ସହ ଏହି ନେତାମାନେ ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ଆଲୋଚନା…