ସାମ୍ୱାଦିକ ହେବେ ପାର୍ସଲ ବୋମା ମାମଲାର…
ବଲାଙ୍ଗୀର: ପୁଣି ଥରେ ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଏଥର କିନ୍ତୁ ସେ ହତ୍ୟାକାଣ୍ଡ ପାଇଁ ନୁହେଁ, ଜେଲ୍ରେ ରହି ସାମ୍ବାଦିକ ହେବାକୁ ଇଚ୍ଛା କରିଛନ୍ତି। କେବଳ ଇଚ୍ଛା କରିନାହାନ୍ତି ତାହାକୁ ସାକାର କରିବାକୁ ପାଠ ପଢିବା ସହ ପରୀକ୍ଷା ମଧ୍ୟ…