Browsing Tag

Parliament

ଦରବୃଦ୍ଧିର ପ୍ରତିବାଦ: ଲୋକସଭା ଗୃହରେ…

ନୂଆଦିଲ୍ଲୀ: ଦରବୃଦ୍ଧି ଏବଂ ଜିଏସଟି ପ୍ରସଙ୍ଗକୁ ନେଇ ସୋମବାର ବିରୋଧୀ ସଂସଦରେ ହଙ୍ଗାମା କରିଛନ୍ତି। ପେନସିଲ ଠାରୁ ମ୍ୟାଗି ପର୍ଯ୍ୟନ୍ତ ଏବେ ଅନେକ ଜିନଷ ପାଇଁ ଆମକୁ କଷ୍ଟ ସହିବାକୁ ପଡ଼ୁଛି ବୋଲି ଗତକାଲି ଉତ୍ତରପ୍ରଦେଶର ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ପିଲାଟିଏ ନିଜ ହାତରେ ଚିଠି ଲେଖି…

ସଂସଦରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ…

ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି । ଶ୍ରୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି…

ଆଜି ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଆଗତ କରିବେ। ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଫେବୃଆରୀ…

ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର…

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏ ନେଇ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି। ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ଯାଏ ଏହି  ଅଧିବେଶନ ଚାଲିବ । ପ୍ରଥମ ଦିନ ଜାନୁଆରୀ ୩୧ ତାରିଖରେ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ…

ସଂସଦରେ ଦାବି ଦୋହରାଇଲା ବିଜେଡି:…

ଭୁୁବନେଶ୍ୱର: ସଂସଦର ଉଚ୍ଚ ସଦନ ରାଜ୍ୟସଭାର ବିଜେଡି ପୁଣି ଥରେ ଦୋହରାଇଛି ‘ଫୋକସ ଷ୍ଟେଟ୍‍’ ପ୍ରସଙ୍ଗ। ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପରି ଅନୁଦାନରେ ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା ଦେବା ପାଇଁ ମଧ୍ୟ ଦଳ ଦାବି କରିଛି।…

ରାଜ୍ୟସଭାରୁ ଟିଏମ୍‌ସି ସାଂସଦ ଶାନ୍ତନୁ…

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍‌ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ । ସେନ୍‌ଙ୍କ ବିରୋଧରେ ଆଜି ନିଲମ୍ବନ…

ବକେୟା ସବସିଡ୍ ଟଙ୍କା ପ୍ରଦାନ ଓ ବଳକା…

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ । ବକେୟା ସବସିଡି ଟଙ୍କା ପ୍ରଦାନ ଓ ବଳକା ଚାଉଳ କିଣିବା ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ଅପରାହ୍ନରେ ବିଜେଡି…

ସୋମବାରରୁ ସଂସଦର ବଜେଟ ଅଧିବେଶନର…

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । କୋରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷର ବଜେଟ ଅଧିବେଶନକୁ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ଫେବୃୟାରୀ ୨୯ ଯାଏ ବସିଥିଲା । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ…