ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Pangolin

ବଜ୍ରକାପ୍ତା ଡିଲ ବେଳେ ମାଡି ବସିଲା…

ଖୋର୍ଦ୍ଧା: ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ପୁଣି ସଫଳତା ମିଳିଛି। ବଜ୍ରକାପ୍ତା ଡିଲ ବେଳେ ମାଡି ବସିଛି ଏସଟିଏଫ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ୩ ଜଣକୁ ଗିରଫ କରିଛି ଏସଟିଏଫ । ଏହି ରାକେଟରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ  ଖୋଳତାଡ଼ କରୁଛି ଏସଟିଏଫ।

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ…

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୮ ଜଣଙ୍କୁ…

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ…

ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକାପ୍ତା…

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକପ୍ତା ଉଦ୍ଧାର।  ସୈନିକ ସ୍କୁଲ ନିକଟ ନ୍ୟୂ ଏଜି କୋଲନୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଓ ଏସଟିଏଫ ଟିମ ପହଞ୍ଚି ଉଦ୍ଧାର କରିଛି।ସୂଚନା ଅନୁଯାୟୀ, ଡ୍ରେନ ଖୋଳା ହୋଇଥିବାରୁ  ଜଣକ ଘର ଭିତରୁ ଏହି ବଜ୍ରକାପ୍ତା ପଶି ଯାଇ ଥିବା ସନ୍ଧେହ…

ଜବତ ହେଲା ଜୀବନ୍ତ ବଜ୍ରକାପ୍ତା

କଣ୍ଟାବାଞ୍ଜି: ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ…