ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

panchayat election 2022

ହାଟ୍ରିକ ବିଜୟ ଲକ୍ଷ୍ଯରେ ପାତ୍ରପଡା…

ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ୨୬ ନମ୍ବର ଜୋନ ପାତ୍ରପଡା ପଞ୍ଚାୟତର ସରପଞ୍ଚ ଆସନକୁ ବିଜେଡି ସମର୍ଥନରେ ଲଗାତର ଦୁଇଥର ଦଖଲ କରିଥିବା ଅଞ୍ଜନା ଦାସ ଏଥର ପୁଣି ପ୍ରାର୍ଥିନୀ ହେଇ ହାଟ୍ରିକ କରିବା ଲକ୍ଷରେ ରହିଛନ୍ତି।ଚଳିତ ପଞ୍ଚାୟତ ନିର୍ବାଚନ ରେ ପାତ୍ରପଡା ପଞ୍ଚାୟତର ପୂର୍ବତନ…

ସାବଧାନ ହୋଇଯାଆନ୍ତୁ ନକଲି ଭୋଟର୍;…

ଭୁବନେଶ୍ୱର: ନକଲି ଭୋଟର୍ ସାବଧାନ! ନକଲି ଭୋଟର ବୋଲି ଜଣାପଡ଼ିଲେ ଯାଇପାରନ୍ତି ଥାନାକୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ଏଥିପାଇଁ ପୋଲିଂ…

ସରପଞ୍ଚ ପଦ ପାଇଁ ଳଢୁଛନ୍ତି ଗିରିସ…

ଅନୁଗୁଳ: ସମାଜ ସେବା ପାଇଁ ଇଞ୍ଜିନିଅରିଂ ପାଠ ପଢି ମଧ୍ଯ ଚାକିରି କରିନାହାନ୍ତି। ଆଜୀବନ ଅବିବାହିତ ରହିବାକୁ ନିଷ୍ପତି ନେଲେ । ଏବେ ରାଜନୀତିରେ ପାଦ ଥାପିଛନ୍ତି। ସରପଞ୍ଚ ହୋଇ ଅଞ୍ଚଳବାସୀଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି। ଏଭଳି ଜଣେ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକ ଶିମିଳିପାଳ…

ସରପଞ୍ଚ ପଦ ପାଇଁ ସ୍ୱାମୀ-ସ୍ତ୍ରୀ…

ବଲାଙ୍ଗିର: କଥାରେ ଅଛି ‘ପଞ୍ଚାୟତ ପରିବାର ଯୋଡ଼େ, ପରିବାର ଭାଙ୍ଗେ’। ଏପରିକି ପଞ୍ଚାୟତ ନିର୍ବାଚନ ଭାଇ- ଭାଇ, ବାପ - ପୁଅର ସମ୍ପର୍କରେ ବି ଫାଟ ସୃଷ୍ଟି କରିବାର ନଜିର ରହିଛି। ପରିବାର ଦୁଇ ଭାଗ ହୋଇ ଯାଇଥିବାର ଦୃଷ୍ଟାନ୍ତ ଅଛି। ଏହା ସତ୍ୱେ ପଞ୍ଚାୟତ ଦଖଲ ପାଇଁ ପ୍ରତିଯୋଗିତା ନିଶା ଲୋକଙ୍କୁ ପାଗଳ…

ଦୁଇ ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ନେଇ…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ରାଜନୀତିରେ ଉଷା କୁମାରୀ ଏବଂ ପୁଷ୍ଣାଞ୍ଜଳି କଣ୍ଟା ଖୁବ୍‍ ପରିଚିତ ନାମ। ଉଭୟେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଆସନ ଅଳଙ୍କୃତ କରିଛନ୍ତି। ଉଷା କୁମାରୀ ୨୦୧୭ରୁ ୨୦୨୨ ଯାଏଁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ। ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ…

ପଞ୍ଚାୟତ ନିର୍ବାଚନ: ଅଭିଜ୍ଞମାନଙ୍କୁ ନେଇ…

ଡ଼େରାବିଶ: ଡ଼େରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଂଚାୟତ ବ୍ଲକ ଅଂଚଳର ଏକ ମୁଖ୍ୟ ବ୍ୟବସାୟସ୍ଥଳ ତଥା ଜିଲ୍ଲାର ମୁଖଶାଳା ଭାବେ ପରିଚିତ । ରାଜନୈତିକ ଦୃଷ୍ଟିକୋଣରୁ ଏହି ପଂଚାୟତ ବହୁ ଗୁରୁତ୍ୱ ବହନ କରେ । ବିଗତ ଦିନରେ ଏହି ପଂଚାୟତରୁ ନିର୍ବାଚିତ ହୋଇ ଦୁଇ ଜଣନେତା ପଂଚାୟତ ସମିତି ଅଧ୍ୟକ୍ଷ ପଦ ମଣ୍ଡନ…

ଜଗତସିଂହପୁର: ୧୦୦୪ ୱାର୍ଡ ସଭ୍ୟ ଓ ୨…

ଜଗତସିଂହପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ସରଗରମ ଜାରି ରହିଛି। ସବୁ କାନ୍ଥ ବାଡ , ରାସ୍ତାଘାଟ ପୋଷ୍ଟର ଓ ବ୍ୟାନରେ ଛାଇ ଯାଇଥିବା ବେଳେ ଘରକୁ ଘର ବୁଲି ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ଚଳାଇବା ସହିତ ଜନମତକୁ ନିଜ ସପକ୍ଷକୁ ନେବା ସହିତ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ…

ପଞ୍ଚାୟତ ନିର୍ବାଚନ: ଭୋଟରଙ୍କୁ ଆକୃଷ୍ଟ…

ବରଗଡ଼: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଭିଡ଼ କଟକଣା ଅବଲମ୍ବନ ପୂର୍ବକ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ଅନୁସାରେ ଅଳ୍ପସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରିପାରିବେ ବୋଲି ନିୟମ ରହିଛି। ଏହି ଅଳ୍ପସଂଖ୍ୟକଙ୍କୁ ନେଇ ପ୍ରାର୍ଥୀ ମାନଙ୍କ ଘରକୁ ଘର ପ୍ରଚାର କାର୍ଯ୍ୟ ଆରମ୍ଭ…

ପଞ୍ଚାୟତ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ…

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇ ଏସଇସି ଆଦିତ୍ୟ ପାଢ଼ୀ…

ପଞ୍ଚାୟତ ନିର୍ବାଚନ : ବିଜେପି ନେତୃତ୍ୱରେ…

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ସାହିତ ହୋଇଥିଲା; ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବରୋଧୀ ଦଳ ମାନ୍ୟତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଥିଲା। ପରବର୍ତ୍ତୀ ସମୟରେ ହୋଇଥିବା…