ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

pakistan

ଦ୍ବିତୀୟ ଥର ପାଇଁ ପାକିସ୍ତାନର…

ନୂଆଦିଲ୍ଲୀ : ପାକିସ୍ତାନ ମୁସଲିମ୍ ଲିଗ୍ (ଏନ୍)ର ବରିଷ୍ଠ ନେତା ଶେହବାଜ ସରିଫ୍ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଶେହବାଜ ସରିଫ ଶନିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ରବିବାର ଅନୁଷ୍ଠିତ…

ଭାରତୀୟ ନୌସେନା ଅଧିକାରୀଙ୍କ…

ନୂଆଦିଲ୍ଲୀ: କାତରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ସେଠାକାର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହି…

‘ସୀମା ପାର୍ ଆତଙ୍କବାଦ ବନ୍ଦ କର,…

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଛି । ଜାତିସଂଘ…

ପେଟ୍ରୋଲ ଦରକୁ ନେଇ ପାକିସ୍ତାନବାସୀଙ୍କ…

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସ୍ଥିତି ବେଳକୁ ବେଳ ଦୟନୀୟ ହେବାରେ ଲାଗିଛି। ବିଶେଷକରି ଏଠାକାର ସାଧାରଣ ଏବଂ ଗରିବ ଲୋକଙ୍କ ସ୍ଥିତି ଅସହ୍ୟ ହେବାରେ ଲାଗିଛି। ଆର୍ଥିକ ସଙ୍କଟ ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ପାକିସ୍ତାନବାସୀଙ୍କ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ…

ଆର୍ଥିକ ଦୁର୍ଦ୍ଦିନରେ ପାକିସ୍ତାନ, ୩୦୦…

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଦିନ କାଟୁଥିବା ପାକିସ୍ତାନ ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଳଗାିଛି। ଆର୍ଥିକ ସଙ୍କଟ ଠାରୁ ଆରମ୍ଭ କରି ରାଜନୈତିକ ସଙ୍କଟ ପାକିସ୍ତାନବାସୀଙ୍କ ପାଇଁ ଏକ ପ୍ରକାର ଅଭିଶାପରେ ପରିଣତ ହୋଇଛି। କାରଣ ସାଧାରଣ ଲୋକଙ୍କ ପାଇଁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ…

ପାକିସ୍ତାନୀ ସେନାକୁ ଟାର୍ଗେଟ କରି…

ଇସ୍‌ଲମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୯ ଜଣ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ସେନାର ଏକ ଦଳକୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣ ପାକିସ୍ତାନୀ ସେନା ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଖାଇବର…

ପାକିସ୍ତାନରେ ରାଜନୈତିକ ସଙ୍କଟ:…

ଇସଲାମାବାଦ: ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବା ପରେ ପାକିସ୍ତାନର ଦାୟିତ୍ବ ନେବାକୁ ଯାଉଛନ୍ତି ଅନୱର-ଉଲ-ହକ୍ କକର୍ । ଅନୱର-ଉଲ-ହକଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ବିଦାୟୀ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ ଏବଂ ନାସନାଲ ଆସେମ୍ବଲିରେ ବିରୋଧୀଙ୍କ ବିଦାୟୀ ନେତା ରାଜା…

ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ…

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ପାକ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିିଛି।ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି।…

ପାକିସ୍ତାନରେ ଭୟଙ୍କର ରେଳ ଦୁର୍ଘଟଣା: ୨୨…

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିବା ବେଳେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସହାରା ରେଲୱେ ଷ୍ଟେସନ ନିକଟରେ ହୋଇଛି । ଏହି ଷ୍ଟେସନ…

ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ…

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ । ତୋଷଖାନା ମାମଲାରେ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଇସଲାମାବାଦ ଟ୍ରାଏଲ କୋର୍ଟ । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏହା ସହ ୫ ବର୍ଷ ଯାଏ କୌଣସି ନିର୍ବାଚନ ଲଢ଼ି ପାରିବେନି…