ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Padampur ByPoll

ପଦ୍ମପୁର ଉପନିର୍ବାଚନ ପ୍ରଚାରବେଳେ ଅସତ୍ୟ…

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକଳାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ନରସିଂହ ମିଶ୍ର । କେନ୍ଦ୍ର କୃଷମନ୍ତ୍ରୀଙ୍କୁ କଡା ସମାଲୋଚନା କରି…

କିଏ ସତ କହୁଛି ? କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର : ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ଯାଏଁ ନୂତନ ରେଳଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି କହି ଭାରତୀୟ ଜନତା ପାର୍ଟି ପଦ୍ମପୁରବାସୀଙ୍କୁ ବାରମ୍ବାର ଭୁଆଁ ବୁଲାଇ ଚାଲିଛିି । ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଡିସେମ୍ବର ୫ରେ ନେତା ବାଛିବେ ପଦ୍ମପୁରର…

ଭୁବନେଶ୍ବର/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍‌ ପଡିବାକୁ ଯାଉଛି। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର…

ପଦମପୁରବାସୀଙ୍କୁ ଡ୍ରାମା ଦେଖାଇ ବିଜେପି…

ଭୁବନେଶ୍ବର : ଆଜି ପଦମପୁରବାସୀଙ୍କୁ ଡ୍ରାମା ଦେଖାଇଛି ବିଜେପି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି। ପଦମପୁର ନିର୍ବାଚରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିବା ପାଇଁ ବିରାଟ ପଟୁଆରେ  ଯାଇଥିଲେ। ହେଲେ ନାମାଙ୍କନ…

‘ମହିଳା ସଶକ୍ତିକରଣକୁ…

ପଦମପୁର : ପଦମପୁର ଉପନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବର୍ଷା ସିଂ ବରିହାଙ୍କୁ ଟିକେଟ୍ ଦେଇଛି। ବର୍ଷା ହେଉଛନ୍ତି ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ବର୍ଷାଙ୍କୁ…

‘ପଦମପୁରରେ ଭୋଟ ବିକ୍ରି ହୋଇଥିବା…

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ଭୋଟ ବିକ୍ରି ବୟାନକୁ ତୀବ୍ର ନିନ୍ଦା…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ…

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଗତକାଲି ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ…