ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Padampur ByElection

ପଦ୍ମପୁରରେ ବିଜେଡିର ବୃହତ ବିଜୟ; ୪୨…

ବରଗଡ଼/ଭୁବନେଶ୍ବର: ପଦ୍ମପୁରରେ ବର୍ଷାଙ୍କ ବୃହତ ବିଜୟ । ନୃସିଂହନାଥ ମାଟିରେ ଶଙ୍ଖନାଦ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨,୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଥିବାବେଳେ, ବିଜେପିକୁ…

ଆଜି ପଦ୍ମପୁରକୁ ମିଳିବ ନେତା, ଆରମ୍ଭ…

ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି।ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ…

ପଦ୍ମପୁରରେ ବିଜେପି ପାଇଁ ଟଙ୍କା…

ଭୁବନେଶ୍ବର : ଭୋଟ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ବିଜେପି ନେତାଙ୍କ ଉଦ୍ୟମ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା,…

ଭୋଟ ଆତୁର ବିଜେପି : ଟଙ୍କା ବାଣ୍ଟିବା…

ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୀମା ଟପିଛି ବିଜେପିର ନୀଚ ଆଚରଣ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ…

ନବୀନଙ୍କ ସମାବେଶ ପରେ ବଦଳିଗଲା ଗଣିତ :…

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ଅଛି, ହେଲେ ପଦ୍ମପୁର ଉପନିର୍ବାଚନ ରାଜ୍ୟରେ ସୃଷ୍ଟି କରିଛି ନିର୍ବାଚନୀ ବାତାବରଣ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି…

ପଦ୍ମପୁର ଉପନିର୍ବାଚନ: ପ୍ରଚାର ଶେଷ,…

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଶେଷଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ…

ବିଜେପି କର୍ମୀଙ୍କ ଖୋଲା ଦାଦାଗିରି…

ପଦ୍ମପୁର : ପଦ୍ମପୁରରେ ପୁଣି ବିଜେପିର ଗୁଣ୍ଡାଗିରୀ। ନିର୍ବାଚନ ଆଚରଣ ବିଧିର ଉଲଂଘନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ସମର୍ଥକ ମାନଙ୍କ ସହ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ୱାଦିକ ଓ କ୍ୟାମେରାମେନଙ୍କୁ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ପାଇକମାଲ ଠାରେ…

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ସନ୍ଧ୍ୟା ୫ଟା ଯାଏ କ୍ୟାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ ସବୁ ଦମ୍‌ ଲଗାଇବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଭୋଟ ହାତେଇବାକୁ ଜୋରଦାର କସରତ କରୁଛନ୍ତି ପ୍ରାର୍ଥୀ । ଶେଷ ଦିନରେ ଜନସମର୍ଥନ ହାସଲ ପାଇଁ ସବୁ ଦଳ ପ୍ରାଣପଣେ…

ଚାଷୀଙ୍କଠୁ ରେଳ ଲାଇନ ପର୍ଯ୍ୟନ୍ତ ସବୁ…

ପଦ୍ମପୁର : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଦ୍ମପୁରର ୩ଟି ସ୍ଥାନ ଝାରବନ୍ଧ,ପାଇକମାଳ ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ଆଜି ଜନସଭାକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର…

୨୦୨୩ରେ ସାକାର ହେବ ପଦ୍ମପୁରବାସୀଙ୍କ…

ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରରେ ମାରାଥନ ପ୍ରଚାର କରିଛନ୍ତି। ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଥମେ ଝାରବନ୍ଧରେ ଜନସଭା କରିଥିଲେ। ଏହା ପରେ ସେ ସେଠାରୁ ପାଇକମାଳ ଅଭିମୁଖେ ବାହାରିଥିଲେ। ପାଇକମାଳରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିଥିଲେ।…