ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

oxygen

କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ :…

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାରଙ୍କ ବୟାନ ସମସ୍ତଙ୍କୁ ବ୍ୟଥିତ କରିଛି । କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନି , ଏ କଥା କହିଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ହୋଇଛି, କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ଯଦି…

ରାଜ୍ୟର ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ…

ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା ,…

ହାଇଦ୍ରାବାଦ : ଅମ୍ଳଜାନ ଅଭାବକୁ ନେଇ ହାଇଦ୍ରାବାଦସ୍ଥିତ ଏକ ସରକାରୀ ହସ୍ପିଟାଲରେ ୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କିଙ୍ଗ କୋଟି ସରକାରୀ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଯିବାରୁ ଏଠାକୁ ଏକ ଟ୍ୟାଙ୍କର ଅମ୍ଳଜାନ ଧରି ଆସୁଥିଲା। ମାତ୍ର ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ…

ଆସନ୍ତା ଏକ ମାସ ମଧ୍ଯରେ ଦିଲ୍ଲୀରେ…

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ଯ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ଯରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

‘ଅକ୍ସିଜେନ୍ ସପ୍ଲାଇରେ ଯିଏ ବାଧା…

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଦିଲ୍ଲୀର ଅକ୍ସିଜେନ୍ ସଂକଟ ନେଇ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ…

ଅକ୍ସିଜେନ ଯୋଗାଣ ପାଇଁ ନବୀନଙ୍କ…

ରାଉରକେଲା: ଦେଶର ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଉଥିବା ବେଳେ। ଓଡ଼ିଶା ତାର ବଳକା ଅକ୍ସିଜେନ ବିଭିନ୍ନ ରାଜ୍ଯ ମାନଙ୍କୁ ପଠାଇବାରେ ଲାଗିଛି। ଏହି ମହାମାରୀ ସ୍ଥିତରେ ଓଡ଼ିଶା ଅକ୍ସିଜେନ ସଞ୍ଜୀବନୀ ବଣ୍ଟିବାରେ ଲାଗିଛି। ଅଣନିଶ୍ବାସୀ ରାଜ୍ଯଗୁଡିକୁ ନିଶ୍ବାସ ଯୋଗାଇ ଦେଉଛନ୍ତି ନବୀନ ସରକାର।…

ଦିଲ୍ଲୀରେ ଅକ୍ସିଜେନ ଅଭାବ: ସାର୍…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବ ଚିନ୍ତାର ବିଷୟ ପାଲଟିଛି। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହେଉନାହିଁ।  ସାର୍‍ ଗଙ୍ଗାରାମ…

ଜୀବନ ସନ୍ଧାନରେ ବଡ଼ ସଫଳତା: ମଙ୍ଗଳରେ…

ନୂଆଦିଲ୍ଲୀ : ମହାଶୂନ୍ୟରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ମଙ୍ଗଳ ଗ୍ରହକୁ ଜୀବନ ସନ୍ଧାନରେ ଯାଇଥିବା ଆମେରିକା ମହାକାଶ ଏଜେନ୍ସି ନାସାର ପିଜରଭାରେନ୍ସ ରୋଭରକୁ ପୁଣି ଏକ କୃତିତ୍ବ ହାସଲ କରିଛି। ଏହି ଯାନ ଲାଲ ଗ୍ରହର ପତଳା ବାୟୁମଣ୍ଡଳରେ ଅମ୍ଳଜାନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏଥିପାଇଁ ରୋଭରରେ ଏକ…

ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ର ଜାରି କଲା…

ଭୁବନେଶ୍ବର: ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପାଇଁ କେନ୍ଦ୍ର ଏହି ମାର୍ଗଦର୍ଶିକା ଜାରି କରିଛି। ହସ୍ପିଟାଲକୁ ଆସୁଥିବା ଅକ୍ସିଜେନକୁ କେହି ଅଟକାଇପାରିବେ ନାହିଁ। ଯେକୌଣସି ସହରକୁ ଯେକୌଣସି ସମୟରେ ଯାଇପାରିବ…