ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Omicron variant

ଓମିକ୍ରନକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ :…

ନୂଆଦିଲ୍ଲୀ : ଓମିକ୍ରନ୍ ଭାରିଆଣ୍ଟ ଭାରତ ସମେତ ବିଶ୍ବରର ସମସ୍ତ ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଯେଉଁ ଲୋକମାନେ ଉଭୟ ଡୋଜ ଟୀକା ପାଇଛନ୍ତି, ସେମାନେ ମଧ୍ୟ ଏହି ପ୍ରକାରରେ ସଂକ୍ରମିତ ହେଉଛନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ ଓମିକ୍ରନ୍ ପ୍ରକାରରେ ୩୫ ରୁ ଅଧିକ ପରିବର୍ତ୍ତନ ଘଟିଛି, ଯାହା ଏହାକୁ…

ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ…

ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ…

ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ବର : ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାକ୍ସ ନ ପିନ୍ଧି ତିନି ଲେୟାର ମାକ୍ସ କିମ୍ବା ଏନ 95 ମାକ୍ସ ପିନ୍ଧିବା ପାଇଁ ପାଇଁ ପରାମର୍ଶ ଦେଲେ ଡ଼ିଏମଇଟି । ଓମିକ୍ରନ ୫ ଗୁଣ ଅଧିକ ଜୋରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ଲାଗିଛି…

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି।  ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୩୬ ଜଣ…

ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି। ଓମିକ୍ରନ ଚିନ୍ତା ବଢାଇଥିବା ସମୟରେ ନୂଆବର୍ଷ ସହ…

ଓଡିଶା ଛୁଇଁଲା ଓମିକ୍ରନ୍: ରାଜ୍ୟରେ…

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ସଂକ୍ରମିତ ହେଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ।…

ଓମିକ୍ରନ ଓ ଡେଲ୍‌ଟା ମିଶି ସୃଷ୍ଟି…

ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବର ଚିନ୍ତା ବୃଦ୍ଧି ପାଇଛି। ଏହା ମଧ୍ୟରେ କରୋନାର ସୁପର ଭାରିଆଣ୍ଟର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଓମିକ୍ରନ, ଡେଲ୍‌ଟା ମିଶି ବିପଜ୍ଜନକ ଷ୍ଟ୍ରେନ ସୃଷ୍ଟି ହୋଇପାରେ ବୋଲି ବ୍ରିଟେନ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଭାରତରେ ମଧ୍ୟ ଓମିକ୍ରନ…

ଓମିକ୍ରନ ଆଣିବ ୩ୟ ଲହର, ଫେବୃଆରୀରେ…

ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ। ଏହି…

ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ…

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ୧୧ ଟି ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ।…

ଓମିକ୍ରନ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନ…

ଭୁବନେଶ୍ବର: ଦେଶ ପାଇ ମୁଣ୍ଡବ୍ଯଥାର କାରଣ ପାଲଟିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ । ଓଡ଼ିଶାରେ ଏପର୍ଯ୍ଯନ୍ତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କୌଣସି…