୮୦୦ କର୍ମଚାରୀଙ୍କୁ ଛଟେଇ କଲା OLX…
ନୂଆଦିଲ୍ଲୀ: ଅନଲାଇନରେ ଜିନିଷ କିଣିବା ଏବଂ ବିକ୍ରି ସୁବିଧା ପ୍ରଦାନ କରୁଥିବା କମ୍ପାନୀ OLX ଏହାର କିଛି କର୍ମଚାରୀଙ୍କୁ ଛଟେଇ କରିଛି। OLX ଭିନ୍ନଭିନ୍ନ ବିଭାଗରୁ ପ୍ରାୟ ୮୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହି ନିଷ୍ପତ୍ତିର ପ୍ରଭାବ OLXର ପ୍ୟରେଣ୍ଟ କମ୍ପାନୀ କର୍ମଚାରୀଙ୍କ ଉପରେ…