ପୁଲିସର ତଦନ୍ତରେ ଶିଥିଳତା ନେଇ…
କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୁଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପାଙ୍କ ଦ୍ଵାରା ହୋଇଥିବା ଆକ୍ରମଣ ମାମଲାରେ ପୁଲିସ ସଠିକ୍ ଭାବରେ କୌଣସି…