ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

olive ridley

୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ ଲାଗିଲା…

ପାରାଦୀପ: ବିରଳ ପ୍ରଜାତିର କଇଁଛ ଅଲିଭ୍‌-ରିଡ୍‌ଲେଙ୍କ ଆଗମନ ପାଇଁ ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା।ଅଲିଭ୍-ରିଡେଲଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ୩୧ ପର୍ଯ୍ୟନ୍ତ…

ଦୀର୍ଘ ବର୍ଷ ପରେ ଋଷିକୁଲ୍ୟା ମୁହାଣରେ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଗୁରୁବାର ପାହାନ୍ତିଆରେ ଆରମ୍ଭ ହୋଇଛି। ଦୀର୍ଘ ୭ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ୍‌ ରିଡ୍‌ଲେ କଇଁଛମାନେ ଦିନବେଳା (ଦିନରେ ) ଗଣ ଅଣ୍ଡାଦାନ କରିଥିବା…

ଅଲିଭ୍‍ରିଡଲେଙ୍କ ପାଇଁ ନିରାପଦ ନୁହେଁ…

ଭୁବନେଶ୍ୱର: ଅଲିଭ୍‍ ରିଡଲେଙ୍କ ପାଇଁ ଦିନେ ସ୍ୱର୍ଗ ପାଲଟିଥିବା ଓଡ଼ିଶାର ଉପକୂଳ ଆଉ ନିରାପଦ ହୋଇନାହିଁ। ଅଣ୍ଡାଦାନ ସମୟ ଆସିଲେ ଶହଶହ ବିରଳ ଜୀବଙ୍କ ଜୀବନ ଯାଉଛି। ନିଷିଦ୍ଧାଞ୍ଚଳରେ ଓଡ଼ିଶା ଏବଂ ଆନ୍ଧ୍ରର ମାଛଧରା ଟ୍ରଲର ମାଡ଼ରେ ରକ୍ତାକ୍ତ ହୋଇ ବେଳାଭୂମିକୁ ପଳାଇ ଆସୁଥିବାର ଦେଖିବାକୁ ମିଳୁଛି। ଏବେ…

କଟକଣା ସତ୍ତ୍ବେ ଟ୍ରଲର୍‌ରେ ଚାଲିଛି…

ଭୁବନେଶ୍ୱର : ଉପକୂଳ ସମୁଦ୍ରରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ମଧ୍ୟରେ ଆନ୍ତରିକତା ଓ ସମନ୍ୱୟର ଅଭାବ ଯୋଗୁଁ ଏହି ସାମୁଦ୍ରିକ ଜଳଜୀବଙ୍କ ଜୀବନ ଓ ସଂସାର ଏବେ ସଙ୍କଟରେ। ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନକୁ ସଫଳ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ନଭେମ୍ବର…