ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ojee

ଆଜିଠୁ ସ୍ୱତନ୍ତ୍ର ଓଜେଇଇ; ୩୮ କେନ୍ଦ୍ରରେ…

ଭୁବନେଶ୍ୱର: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଆରମ୍ଭ ହେବାକୁ ଥିବାବେଳେ ୨୮ ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର କୋଲକାତା, ରାଞ୍ଚି ଓ ପାଟନା ଆଦି ୩ ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର…

ଆସନ୍ତାକାଲି ଦିନ ସାଢ଼େ ୧୧ଟା’ରେ ପ୍ରକାଶ…

ଭୁବନେଶ୍ବର : ଆସନ୍ତାକାଲି (ବୁଧବାର) ପ୍ରକାଶ ପାଇବ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷା ରେଜଲ୍ଟ। ଆସନ୍ତାକାଲି ୧୧:୩୦ ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ…

ବଦଳିଲା ଏମ୍‍ବିବିଏସ୍‍,ବିଡିଏସ୍‍…

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ…

ରାଜ୍ୟରେ ୧୭ ହଜାର ଇଞ୍ଜିନିୟରିଂ ସିଟ୍‍…

ଭୁବନେଶ୍ୱର : ରାଜ୍ୟରେ ବିଗତ କିଛି ବର୍ଷ ଧରି ଚଳିତ ବର୍ଷ ମଧ୍ୟ ଇଂଜିନିୟରିଂ ପଢ଼ିବାକୁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇନି। ଜେଇଇ ମେନ୍‍ ଫଳ ପ୍ରକାଶ ପାଇବା ପରେ ଓଜେଇଇ ପକ୍ଷରୁ ହୋଇଥିବା କାଉନସେଲିଂ ଅନୁଯାୟୀ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୧୭ ହଜାର ସିଟ ଖାଲିପଡ଼ିଛି। ରାଜ୍ୟରେ ସରକାରୀ ଏବଂ…

ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ୱେବ୍‌ କାଉନ୍‌ସେଲିଂ କରାଯିବ । ବିଟେକ୍, ବି-ଆର୍କ, ବି-ପ୍ଲାନ୍, ବି-କାଟ୍ ଏବଂ ଇଣ୍ଟିଗ୍ରେଟେଡ ଏମ୍ଏସି କୋର୍ସରେ ନାମଲେଖା ଲାଗି ୧୭ ତାରିଖଠାରୁ ୱେବ୍‌ବେସ୍ କାଉନସେଲିଂ ଆରମ୍ଭ ହେବ | ଏନେଇ ଓଜେଇଇ…

ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା…

ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି…

ଆସନ୍ତା ସେପ୍ଟେମ୍ବର ୬ରୁ OJEE

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) । ସେପ୍ଟେମ୍ବର ୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ।…

ଚଳିତ ବର୍ଷ ହେବ ସ୍ବତନ୍ତ୍ର ଓଜେଇଇ,…

ଭୁବନେଶ୍ବର : ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୩ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ । ଅଗଷ୍ଟ ୧୨ ପର୍ୟ୍ୟନ୍ତ ପରୀକ୍ଷା ଫି ଦାଖଲ କରିହେବ ।…

ଆଜିଠୁ ଆୟୁର୍ବେଦିକ୍‍ ଓ ହୋମିଓପାଥିକ୍‍…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆୟୁର୍ବେଦିକ୍‍ ଓ ହୋମିଓପାଥିକ୍‍ କଲେଜଗୁଡ଼ିକରେ ଖାଲିଥିବା ବିଏଏମ୍‍ଏସ୍‍ ଓ ବିଏଚ୍‍ଏମ୍‍ଏସ୍‍ ସିଟ୍‍ ପାଇଁ ସ୍ପଟ୍‍ ନାମଲେଖା ୨୪ ତାରିଖରୁ ହେବ। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ସ୍ପଟ ନାମଲେଖା ହେବାକୁ ଥିବାବେଳେ ୨୪ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଏସସି,…