ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odshanews

କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାହାଚ…

ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ, ଝୁମିବେ ଦର୍ଶକ। ଏଥର କେବଳ ହକି କିମ୍ବା ଫୁଟବଲ ନୁହେଁ ରଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଟେନିସର ଟକ୍କର। ବିଶ୍ୱର ବଛା ବଛା ଟେନିସ ତାରକାଙ୍କ ମେଳି ଦେଖିବାକୁ ମିଳିବ ଭୁବନେଶ୍ୱରରେ। ହକି ଷ୍ଟାଡିୟମ ଓ ଆଥଲେଟିକ ଷ୍ଟାଡ଼ିୟମ ପରି କଳିଙ୍ଗ ଷ୍ଟାଡ଼ିୟମ ପରିସରର…

କ୍ୟାବିନେଟରେ ୧୨ ବିଭାଗର ୧୭ଟି…

ଭୁବନେଶ୍ବର: ଗତକାଲି  ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ ଟି ବିଭାଗର ୧୭ ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ମିଳିଛି। ଏ ନେଇ ଆଜି ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ ଗୃହର ମାନ୍ୟବର…

ଆକର୍ଷଣ ସାଜିବ ଭିତରକନିକା ଇକୋ…

ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ‘ଇକୋ -ରିଟ୍ରିଟ୍‍’। ଚଳିତବର୍ଷ ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍ ସେଣ୍ଟର। ଏଠାରେ ଆମାଜନର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ। ପେଣ୍ଠ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ‘ଇକୋ-ରିଟ୍ରିଟ୍‍’ର ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ…

ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ…

ଜୟପୁର: ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି ।…

ଚୋରା ବାଲି ଚାଲାଣ ବେଳେ ଚଢ଼ାଉ, ହାଇୱା…

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିକଟରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିଛି ପାଟଣା ତହସିଲ ପ୍ରଶାସନ। ଏଥିସହ ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ଥିବା କାଗଜପତ୍ର ନ ଥିବାରୁ ହାଇୱା ମାଲିକକୁ ୩୦ ହଜାର ୫୨୦ ଟଙ୍କା ଜରିମାନା…