Browsing Tag

odishanws

ପାଗଳ କୁକୁର ଆତଙ୍କ, ୩ ଶିଶୁ ଗୁରୁତର

ଟାଙ୍ଗୀ: ପାଗଳ କୁକୁର ଆତଙ୍କ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳା ଯୋଡି ବେହେରା ସାହିରେ ଅଭାବନୀୟ ଘଟଣା ଘଟିଛି। ପାଗଳ କୁକୁର କାମୁଡାରେ ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ୩ଜଣ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥାରେ…

ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୮୭୭୨…

ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ପାଇଁ ମୋଟ ୨୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ- ୫୧୨ ଓ ସରପଞ୍ଚ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ…

ବାଲେଶ୍ଵର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ(ଆକାଶ ଏନଜି)ର ଆଜି ପରୀକ୍ଷଣ ହୋଇଛି। ମଧ୍ୟାହ୍ନ ୧୨ଟା ୪୪ ମିନିଟ ସମୟରେ ଏହି ମିସାଇଲ ଉତକ୍ଷେପଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା…

ପୁଅର ମୃତ୍ୟୁ ପରେ ଶାଶୁକୁ ନିର୍ଯାତନା…

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା ସାମ୍ନାକି ଆସିଛି। ପୁଅର ମୃତ୍ୟୁ ପରେ ବୋହୂ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରୁଛି ବୋହୁ। ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ପାଖରେ ଅନ୍ୟ…

ମୌସୁମୀ ସୂଚନା ପାଇଲେ ସକ୍ରିୟ ହେଉଛନ୍ତି…

ବୌଦ୍ଧ: ମୌସୁମୀ ବର୍ଷା ଆଗମନ ସୂଚନା ମିଳିବା ମାତ୍ରେ ବାଲି ମାଫିଆମାନେ ନଦୀଗୁଡ଼ିକରୁ ମେସିନ୍ ଲଗାଇ ଦିନ ରାତି ବାଲି ଉତ୍ତୋଳନ କରିଥାନ୍ତି। ବର୍ଷ ତମାମ ଯେତେ ବାଲି ଚୋରି କରିଥାନ୍ତି, ଏହି ସମୟରେ ତାର ଚାରିଗୁଣ ବାଲି ଚୋରି କରନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀମାନେ ମଧ୍ୟ ମୌନ ରହି ସ୍ବୀକୃତି…

ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା…

ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ। ଏ ଦିଗରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ତାନୀୟ ଜିଲ୍ଲା ମେଡିକାଲରେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ନୂତନ ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍‍(ଏମସିଏଚ୍‍) ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାବିନ୍‍…

ପୁଲିସ ଗାଡ଼ି ଭିଡ଼ିନେଲା ଫାଇନାନ୍ସ…

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବା ପାଇଁ ରାଜଧାନୀକୁ ଆସିଥିଲା ବାଲେଶ୍ବର ସହଦେବଖୁଣ୍ଟା ପୁଲିସ। ହେଲେ ବାଟରେ ଜଗିଥିବା ଫାଇନାନ୍ସ ସଂସ୍ଥା ଗାଡ଼ି ଭିଡିନେଇଥିଲା। ବାଲେଶ୍ବର ପୁଲିସ ବଡ଼ ହଟହଟା ହେବା ସହ ଖଣ୍ଡଗିରି ପୁଲିସ ସହାୟତାରେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି। ଥାନାରେ ଗାଡ଼ି ଲଗାଇଥିବା ମାଲିକ…