ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odisha

ଦିଲ୍ଲୀ ହାଇକୋର୍ଟରୁ ପୂର୍ବତନ…

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ…

ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ…

କୋରାପୁଟ: ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ ଠକେଇ ଅଭିଯୋଗ । ଅଭିଯୋଗକୁ ଭିତ୍ତିକରି କୋରାପୁଟ ସଦର ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୫୦ ହଜାର ଟଙ୍କା ଓ ପିତ୍ତଳ ଶଙ୍ଖ ଜବତ କରିଛି । ଏ ନେଇ କୋରାପୁଟ ଏସଡିପିଓ ଡ ଶ୍ରାବଣୀ ନାୟକ ସ୍ଥାନୀୟ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି…

ଭୁଜାଲି ଦେଖାଇ ବ୍ୟବସାୟୀଙ୍କଠୁ ୪ ଲକ୍ଷରୁ…

କେନ୍ଦ୍ରାପଡ଼ା: ବ୍ୟବସାୟୀଙ୍କୁ ଆକ୍ରମଣ କରି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୃର୍ବୁତ୍ତ । ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା । କେନ୍ଦ୍ରାପଡ଼ା ସଦର ଥାନା ଭାଟବାଗ ନିକଟରେ କୁକୁଡ଼ା ବ୍ୟବସାୟୀ ମହମ୍ମଦ ଇସଲାମଙ୍କ ଠାରୁ ଲୁଟ ହୋଇଛି । ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟ କରି ବ୍ୟାଙ୍କକୁ ଯାଉଥିବା ବେଳେ…

ଡାକ୍ତରାଣୀଙ୍କୁ ଏଡିଏମଓ ଯୌନ…

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକା ଡାକ୍ତରାଣୀ ଅତିରିକ୍ତ ଜିଲ୍ଲା ଚିକିତ୍ସାଧାକାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।ଆଖଣ୍ଡଳଣି ଅଂଚଳର ମହିଳା…

ପାହାଡରୁ ନିଖୋଜ ଯୁବକଙ୍କ କଙ୍କାଳ ଠାବ;…

ସୁନ୍ଦରଗଡ଼: ପାହାଡରୁ ନରକଙ୍କାଳ ଉଦ୍ଧାର । ଗତ ଫେବୃଆରୀ ୨୫ ତାରିଖରୁ ନିଖୋଜ ରହିଥିବା ବଡଗାଁ ଥାନା ଅନ୍ତର୍ଗତ ଶଙ୍କରାପୋଷ ଗ୍ରାମର ଲଲିତ ଧୃଆଙ୍କ ପୁଅ ସୁଜିତ(୨୫)ଙ୍କ କଙ୍କାଳସାର ଠାବ ହୋଇଛି । ସୂଚନା ଅନୁସାରେ, ଘଟଣା ଦିନ ସୁଜିତ ତାଙ୍କ ବାପାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ବାପା ଟଙ୍କା ଦେବାକୁ…

ଜେଜେଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟବେଳେ…

କଟକ: ଜେଜେର ଦଶ କାମବେଳେ ମହାନଦୀରେ ବୁଡି ନାତିର ମୃତ୍ୟୁ । କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ନାତି ନଦୀରେ ବୁଡ଼ି ମୃତ୍ୟୁବରଣ କରିଛି । ମୃତ ନାତିଙ୍କ ନାଁ ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର…

ଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ…

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ସମୀକ୍ଷା ବୈଠକରେ…

ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି…

ପେଟର ତାତି ଆଗରେ ହାର୍‌‌ମାନିଛି…

ଭୁବନେଶ୍ୱର: ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ସବୁଠି ଦେଖିବାକୁ ମିଳୁଛି ତାତିର ତାଉ। ପେଟର ମୁଠାଏ ଭୋକ ଆଉ ପାଉଣା ଲାଗି ଖରା ସହ କରିବାକୁ ପଡ଼ୁଛି ପ୍ରତିଦ୍ୱନ୍ଦିତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବାହାରେ ବସୁଥିବା ଫୁଲ ଓ ଦୀପ ଦୋକାନୀଙ୍କ ନିକଟରେ।…

ପରଲୋକରେ ବିଶିଷ୍ଠ ଓଡିଆ କଣ୍ଠଶିଳ୍ପୀ…

ଭୁବନେଶ୍ୱର: ବିଶିଷ୍ଠ ଓଡିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଓଡିଆ ସଙ୍ଗୀତ ଜଗତରେ ବେଶ…