ସରକାର ଆଣିଛନ୍ତି ନୂଆ ପର୍ଯ୍ୟଟନ ନୀତି,…
ଭୁବନେଶ୍ୱର: ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଅଭିଭାଷଣ । ରାଜ୍ୟର ସାମଗ୍ରିକ ବିକାଶକୁ ସକ୍ଷମ କରିବା ପାଇଁ ଏବଂ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ପୂର୍ବ ବର୍ଷର ବଜେଟ ତୁଳନାରେ ଏହି ବର୍ଷ ୬୮୦ କୋଟି ୬୩ ହଜାର ଟଙ୍କା ବଜେଟରେ ପ୍ରଦାନ କରାଯାଇଛି । ଏବଂ ପର୍ଯ୍ୟଟନ ବିଭାଗର…