ୱାସିମ ଜାଫର ହେଲେ ଓଡ଼ିଶା ସିନିୟର…
କଟକ: ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର । ତାଙ୍କୁ ଆଜି କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ୱାସିମ୍ ଜାଫର ଉତ୍ତରାଖଣ୍ଡର କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ଉଭୟ ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ…