Browsing Tag

Odisha Mo Parivar

‘ଓଡ଼ିଶା ମୋ ପରିବାର’ର…

ଭୁବନେଶ୍ଵର: ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ "ଓଡ଼ିଶା ମୋ ପରିବାର"ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର"ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ ରାୟଙ୍କୁ ଏହି ଦାୟିତ୍ଵ…

‘ଓଡ଼ିଶା ମୋ ପରିବାର’ର ସହଯୋଗ: ମେଡିକାଲ…

କଟକ: ଏସ୍‍ସିବି ମେଡିକାଲରେ ମିଳୁଛି ଉନ୍ନତ ଚିକିତ୍ସା ସେବା। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। ନିଃଶୁଳ୍କରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ହେଲେ ଅନେକ କ୍ଷେତ୍ରରେ କିଛି ରୋଗୀ ଏଠାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିପାରୁ ନାହାନ୍ତି। ଆର୍ଥିକ ସମ୍ବଳ ଅଭାବରୁ ଘରକୁ…

ରକ୍ତଦାନ ମହାପୁଣ୍ୟ: ନଷ୍ଟ ହେବା ପରେ ବି…

ଭୁବନେଶ୍ୱର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି।…

ସହାୟତାର ହାତ ବଢ଼ାଇଲା ଓଡିଶା ମୋ…

ସାନଖେମୁଣ୍ଡି: ଓଡିଶା ମୋ ପରିବାର ସହାୟତାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ବନାବାସ ନାଇକ ନାମକ ଜଣେ ଯୁବକଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର କେରଳରୁ ଫେରାଇ ଅଣାଯାଇଛି। ସୂଚନା ଅନୁଯାୟୀ, ବନାବାସ କେରଳର ଏନାକୁଲମ ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ…

‘ଓଡ଼ିଶା-ମୋ ପରିବାର’ ଦ୍ୱାରା ସାଉଦିଆରବରୁ…

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ…

‘ଓଡ଼ିଶା ମୋ ପରିବାର’…

ଢେଙ୍କିକୋଟ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଢେଙ୍କିକୋଟର ସତ୍ୟନାରାୟଣ ବିଦ୍ୟାପୀଠରେ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ମୋଟ ୧୬୩ ୟୁନିଟ ରକ୍ତ ସଂଗ୍ରହ…

ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତଦାନ…

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସର୍ବମୋଟ ୭୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ଅମୃତୁଲ ଠାରେ ଅନୁଷ୍ଠିତ ଶିବିରରୁ ୫୦୧ ୟୁନିଟ୍ ଏବଂ ଗୋବରା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ…

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୧୩୦ ୟୁନିଟ…

ଭୁବନେଶ୍ବର: କୋଭିଡ ସଙ୍କଟ ସମୟରେ ରକ୍ତ ଅଭାବର ସଙ୍କଟ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିରରେ ୧୩୦ ୟୁନିଟ ରକ୍ତ ସଂଗୃହିତ ହୋଇଛି। କରୋନା ମହାମାରୀ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ…

ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ…

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର । ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି । ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁଙ୍କ…

ରକ୍ତଦାନ କ୍ଷେତ୍ରରେ ‘ଓଡ଼ିଶା- ମୋ…

ଭୁବନେଶ୍ବର: ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି। ଏହି ରକ୍ତଦାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା– ମୋ ପରିବାରକୁ ବଡ଼…