Browsing Tag

Odisha High Court

ବର୍ଷା ପ୍ରିୟଦର୍ଶିନୀଙ୍କୁ ଝଟକା : ୧୫…

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୁଲିସ ନିକଟରେ ହାଜର ହେବେ। ବର୍ଷାଙ୍କୁ ଦିଲ୍ଲୀ ପୁଲିସ ପାଖରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୧୫ ଦିନ ଯାଏ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ। ସୂଚନା ଅନୁଯାୟୀ,…

ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ:…

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୩ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଜଣଙ୍କ ମଧ୍ୟରେ ଦୁଇଜଣ…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ…

କଟକ: ଏଣିକି ଭିଜିଲାନ୍ସ  ବିଭାଗ ଆରଟିଆଇ ପରିସରକୁ ଆସିବ। ଫଳରେ ଭିଜିଲାନ୍ସ ବିଭାଗ ବାବଦରେ ସୂଚନା ପାଇବାକୁ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ଅଧୀନରେ ଆବେଦନ ଦାଖଲ କରିପାରିବେ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଙ୍ଘନ ସୂଚନା ଗୋପନୀୟ ନୁହେଁ ବୋଲି  ହାଇକୋର୍ଟ କହିଛନ୍ତି। ସରକାରୀ ଭାବେ ସୂଚନା ଦେବା ଏକ…

ଶପଥ ନେଲେ ଦୁଇ ନୂଆ ବିଚାରପତି

କଟକ: ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍.ମୁରଲୀଧର…

ବିଭିନ୍ନ ହସ୍ପିଟାଲରେ ବ୍ୟାପକ…

କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି…

ଆସନ୍ତାକାଲିଠୁ ୧୭ ତାରିଖ ଯାଏଁ ବନ୍ଦ…

କଟକ : ଆସନ୍ତାକାଲିଠୁ ୫ ଦିନ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ କର୍ଯ୍ୟ ବନ୍ଦ ରହିବ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ…

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା…

ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ । ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ଦାୟର ପିଟିସନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ସୂଚନା ମୁତାବକ,…