ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ODISHA CORONA

ପୁଣି କୋରୋନା ଚିନ୍ତା : କୋଭିଡ ସ୍ଥିତିର…

ଭୁବନେଶ୍ବର : ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ,…

ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ : ୨୪…

ଭୁବନେଶ୍ବର : ରାଜ୍ୟରେ ଉପର ତଳ ହେଉଥିବା କରୋନା ମିଟର ପୁଣିଥରେ ଉପରମୁହାଁ ହୋଇଛି। ଗତ ଦୁଇ ରୁ ତିନି ଦିନ ସଂକ୍ରମଣ ସମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ବୃଦ୍ଧି ହୋଇଛି। ରାଜ୍ୟରେ ଆଜି ପୁଣି ହଜାରେ ଉପରେ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ୧୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଆହୁରି ୨ ମାସ ଯାଏଁ ରାଜ୍ୟରେ କମିବନି…

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି। ପୂର୍ବରୁ ଯେଉଁଠି ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିଲା ଆଜି ତାହା ୮ ହଜାର ପାର୍‌ କରିସାରିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ…

ଭୟ ବଢାଉଛି ସଂକ୍ରମଣ : ୨୪ ଘଣ୍ଟାରେ…

ଭୁବନେଶ୍ବର : ରାଜ୍ୟରେ ବେକାବୁ ହେଉଛି କରୋନା ମହାମାରୀ। କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି ଯାହା ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ…

କାୟା ମେଲାଇ ଚାଲିଛି କରୋନା : ୨୪…

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଧିରେ ଧିରେ କରୋନା ଗ୍ରାଫ୍‌ ଉପରମୁହାଁ ହେବା ସହ କରୋନାର ଦ୍ୱିତୀୟ ଲହରର କୋପ ଦେଖିବାକୁ ମିଳୁଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍…

କରୋନା ସ୍ଥିତି ସମୀକ୍ଷା କଲେ…

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିଦିନ ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ପ୍ରଶାସନିକ ସ୍ଥରରେ ବ୍ୟାପକ ପ୍ରସ୍ତୁତି ସହ ସତର୍କ ରହିବା ପାଇଁ…

ରାଜ୍ୟରେ ବଢୁଛି ସଂକ୍ରମଣ : ସମସ୍ତ…

ଭୁବନେଶ୍ବର : ପୁଣିଥରେ ରାଜ୍ୟକୁ ଘାରିଛି କରୋନା ଭୟ। ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଯାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏ ସଂପର୍କରେ ସ୍ଵାସ୍ଥ୍ୟ…

ରାଜ୍ୟରେ ପୁଣି କାୟା ମେଲାଉଛି ମହାମାରୀ :…

ଭୁବନେଶ୍ବର : ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି। ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଥିବା ବେଳେ ଆଜି ଏହା ୪ ଶହ ମୁହାଁ ହୋଇଛି। ରାଜ୍ୟରେ କରୋନାର ଏହି…

ପୁଣିଥରେ କାୟା ମେଲାଉଛି କରୋନା :…

ଭୁବନେଶ୍ବର : ଦେଶରେ ପୁଣିଥରେ କରୋନା ଦୃତ ଗତିରେ କାୟା ମେଲାଉଥିବା ବେଳେ ରାଜ୍ୟରେ ମଧ୍ୟ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଉଛି। କିଛି ଦିନ ହେବ ରାଜ୍ୟର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍‌ କରିଥିବା ବେଳେ ଆଜି ୩ଶହ ନିକଟତର ହୋଇଛି। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ଏପ୍ରିଲ୍‌ ମାସ ପାଇଁ କରୋନା…

ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ୨୦୮…

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଲଗାତର କିଛି ଦିନ ହେବ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଛି। ଏହାରି ମଧ୍ୟରେ ଗତ ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬…