ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odisha congress

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ…

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ। କଂଗ୍ରେସ ଅଧ୍ୟକ୍ଷ ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ…

ମହଙ୍ଗା ପଡ଼ିଲା ପିସିସି ସଭାପତିଙ୍କୁ…

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ବିରୋଧରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଅଭିଯୋଗରେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ନେଇ ସୂଚନା ଦେଇଛନ୍ତି।…

ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ…

ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି।  AICC କିଛି ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ…

ବଦଳିବେ ପିସିସି ପ୍ରଭାରୀ ! ଡଃ ଏ ଚେଲ୍ଲା…

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଭାରୀ ଖୁବ୍‌‌ ଶୀଘ୍ର ବଦଳି ହେବେ। ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ କଂଗ୍ରେସ ହାଇକମାଣ୍ଡ ଖୁସି ନାହାଁନ୍ତି। ପ୍ରଦେଶ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ସନ୍ତୋଷଜନକ ନ ଥିବା ହାଇକମାଣ୍ଡ ମନେ କରୁଛନ୍ତି। ଏଣୁ ଏଆଇସିସି ପକ୍ଷରୁ ଏହି କଠୋର…

ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଚାଲିଥିବା…

ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ସାମୟିକ ଭାବେ ସ୍ଥଗିତ। ଅନୁଗୁଳ ଜିଲ୍ଲାର ପଲଲହଡା ନିକଟରେ ପହଞ୍ଚିଛି ଯାତ୍ରା। ପଦ୍ମପୁର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ପିସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୁଣି ଡିସେମ୍ବର 5ତାରିଖ ନିର୍ବାଚନ ପରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ।…

ଅକ୍ଟୋବର ୩୧ରୁ ଓଡିଶାରେ ‘ଭାରତ ଯୋଡ଼ୋ’…

ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ପ୍ରାୟ ଦେଢ ବର୍ଷ ସମୟ ରହିଛି। ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ ଆଗ୍ରହୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି।…

କଂଗ୍ରେସର ୯ ଜଣ ବିଧାୟକଙ୍କୁ ଦିଲ୍ଲୀ…

ଭୁବନେଶ୍ୱର: ଦିଲ୍ଲୀ ଯିବେ ଓଡ଼ିଶା କଂଗ୍ରେସର ୯ ଜଣ ବିଧାୟକ। ବିଧାୟକମାନଙ୍କୁ ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଏଆଇସିସିର ସେକ୍ରେଟାରୀ ଓ କଂଗ୍ରେସର ଦଳର ବରିଷ୍ଠ ନେତା ନରସିଂହ ମିଶ୍ର…

ରାଜ୍ୟ କଂଗ୍ରେସରେ ନୂଆ ଋତୁ : ଦାୟିତ୍ୱ…

ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବରେ ମନୋନୀତ ହୋଇଛନ୍ତି ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ। ଦାୟିତ୍ୱ ନେବାର ଦିନକ ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପ୍ରଥମ ଥର ପାଇଁ ପିସିସି ସଭାପତି ଦାୟିତ୍ୱ ନେବା ପରେ ବୁଧବାର…

କିଏ ହେବ ପିସିସି ସଭାପତି ? ଖୁବ୍‍ଶୀଘ୍ର…

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ସେ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେବେ। ରାହୁଲ ଯାହା ନାଁରେ ସମ୍ମତି ଦେବେ; ସେହି ନାଁରେ ସୋନିଆ କେବଳ ମୋହର ମାରିବେ। ଆଗାମୀ ଦିନରେ ସୋନିଆ ଗାନ୍ଧୀ ପୁନର୍ବାର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି ପଦରେ ଅଭିଷିକ୍ତ କରିବାକୁ…

ରାହୁଳ ଗାନ୍ଧୀଙ୍କ ସହ ଓଡ଼ିଶା କଂଗ୍ରେସ…

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ରାଜନୀତି ନାଟକ ଏବେ ଦିଲ୍ଲୀକୁ ସ୍ଥାନାନ୍ତରିତ। ଦଳର ସଭାପତି, ଅନେକ ପୂର୍ବତନ ସଭାପତି, ଛାମୁଆ ସଙ୍ଗଠନର ନେତା ଓ ବିଧାୟକମାନେ ଏବେ ଦିଲ୍ଲୀରେ। ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀଙ୍କ ସହ ଏହି ନେତାମାନେ ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ଆଲୋଚନା…