ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odianws

ସୀତାକୁଣ୍ଡରୁ ପର୍ଯ୍ୟଟକଙ୍କ ମୃତଦେହ…

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତଥା ଶିମିଳିପାଳ ପାଦଦେଶର ଜଳପ୍ରପାତ ସୀତାକୁଣ୍ଡରୁ ରବିବାର ସନ୍ଧ୍ୟାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସନ୍ତୋଷ ଯାଦବ, ବୟସ ଆନୁମାନିକ ୩୭ବର୍ଷ କୁହାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ…

ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ…

ନୀଳଗିରି: ଆସନ୍ତାକାଲି ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିଆ ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୂଖ୍ୟ ଗେଟରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ସହିତ ମିଠା ଖୁଆଇବେ…

କମୁଛି ଯୋଗାଣ, ୫୦ ଛୁଇଁଲାଣି ପିଆଜ ଦର

ଭୁବନେଶ୍ବର: ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ ପାଳି। ଦଶହରା ଶେଷ ହେଉଣୁ ବଜାରରେ ପିଆଜ ତାତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଖାଉଟି ଏଯାଏ ଆଳୁ ଏବଂ ପିଆଜ ଦରବୃଦ୍ଧିରୁ ନିସ୍ତାର ପାଇଥିଲେ। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଏବେ ଖାଉଟି ବଜାରରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଛି। କିଲୋ ପିଛା ୪୦…

ଏକତରଫା ଭାବେ ଏଭଳି ଧର୍ମଘଟ ନ କରନ୍ତୁ…

ଭୁବନେଶ୍ବର: ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ନ କରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି। ଜନ ସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂଜା ପାର୍ବଣ ସମୟରେ ଯାତ୍ରୀଙ୍କ ଅସୁବିଧା ନ ହେଉ, ବସମାଲିକ ସଂଘ ଏକ ତରଫା ନିଷ୍ପତ୍ତି ନ ନିଅନ୍ତୁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅନୁରୋଧ…

ଆଜିଠାରୁ ବିଇଡି ବଳକା ସିଟ୍‌ରେ ନାମଲେଖା…

ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍‌‌ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍‌‌ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍‌‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର…

ସୋସିଆଲ ମିଡ଼ିଆରେ କୋରାପୁଟ ବିଧାୟକଙ୍କୁ…

କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ରଘୁରାମ ପୋଡ଼ାଲ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ…

ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

ସମ୍ବଲପୁର: ୨୪ ଘଣ୍ଟା ଭିତରେ ୬ ଫୁଟ ବଢିଲା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଗତକାଲି ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୦୯ ଫୁଟ ଥିବାବେଳେ ଆଜି ତାହା ୬୧୫ ଫୁଟ ଅତିକ୍ରମ କରିଛି। ଅର୍ଥାତ ଦ୍ରୁତ ଗତିରେ ବଢିଚାଲିଛି ଡ୍ୟାମର ଜଳସ୍ତର। ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୩୩ ହଜାର ୩୪୩…

ଦେବଗଡ଼ ବିଜେପି ବିଧାୟକ ସୁବାସ…

ଭୁବନେଶ୍ବର: ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ପ୍ରେସମିଟ୍ କରିଛି ବିଜେଡି। ଏହି ପ୍ରେସମିଟରେ ବର୍ଷିଲେ ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ଅନେକ ଆଶା ଭରସାରେ ୨୦୧୯ରେ ସୁବାସଙ୍କୁ ଜିତାଇଥିଲେ ଲୋକ। ହେଲେ ସେ ବିଧାୟକ…

ଟ୍ରକରୁ ଜବତ ହେଲା ୫୦ଲକ୍ଷ ଟଙ୍କାର…

ଲମତାପୁଟ: କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୁଲିସ। ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଖବର ଅନୁଯାୟୀ, ନୁଆଁପୁଟ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ଖବର ପାଇଥିଲା ମାଛକୁଣ୍ଡ…

କଳାଧନର କୁବେର ଜିଏସଟି ଅଧିକାରୀ: ଅମାପ…

ପାରାଦୀପ: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି  ଭିଜିଲାନ୍ସ  ମଧ୍ଯ ଜଳକା ହୋଇଛି। ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ…