ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odanews

ନୂଆ ବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ…

ଭୁବନେଶ୍ବର: ରାଜ୍ୟ ସରକାର ବିଭିନ୍ନ ବିଭାଗ, ନିଗମ, ପରିଷଦ, ବୋର୍ଡ, ମେଡିକାଲ କଲେଜ ଓ ଯୋଜନାଗୁଡ଼ିକରେ ନେତାଙ୍କୁ ଅବସ୍ଥାପିତ କରିଛନ୍ତି। ଓଡ଼ିଶା ଉଠାଜଳ ସେଚନ ନିଗମରେ (ଓଏଲ୍‌ଆଇସି)ରେ ପ୍ରମୋଦ ପାଢ଼ୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ରାଜଧାନୀ ଚିକିତ୍ସାଳୟରେ ସଂଜୟ ସେଠୀ, ମମତା…

ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ…

ପୁରୀ: ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡୁଛନ୍ତି ଶ୍ରୀଜିଉ। ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଆଗେଆଗେ ଯାଉଛନ୍ତି ବଡଭାଇ ବଳଭଦ୍ର।…

ପାର୍କିଂ ଉଚ୍ଛେଦକୁ ନେଇ ନୟାପଲ୍ଲୀରେ…

ଭୁବନେଶ୍ୱର: ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବରରେ ଉତ୍ତେଜନା। ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱର ଦ-ଓ୍ବାର୍ଲ୍ଡ ନିକଟରେ ଥିବା ପାର୍କିଂ ପାଇଁ ଉଛେଦକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବିରୋଧ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ…

ନରକୋଟିକ ବ୍ୟୁରୋ ପକ୍ଷରୁ ୬ଶହ କେଜିରୁ…

ବୌଦ୍ଧ: ନରକୋଟିକ ବ୍ୟୁରୋର ଏକ ଟିମ ବୁଧବାର ବୌଦ୍ଧ ଜିଲ୍ଳାରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ୱର ସ୍ଥିତ ନରକୋଟିକ ବ୍ୟୁରୋ ଏକ ୫ଜଣିଆ ଟିମ ଚଢ଼ାଉ କରିଥିଲେ। ଏକ ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ବ୍ରିଜ ଛକ ଠାରେ ଗାଡିକୁ…

ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କିସିଣ୍ଡାରେ ଗୁରୁବାର ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସୁଜାତା ପଟେଲ ଓ ତାଙ୍କ ଝିଅ ଉତ୍କଳିକା ।ସୂଚନା ଅନୁଯାୟୀ, ମଙ୍ଗଳବାର ଦିନଠୁ ସ୍ବାମୀ କିଶୋର ପଟେଲ…

ଏନଆଇଟିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ବର:ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ରାଉରକେଲା ସ୍ଥିତ ଏନଆଇଟିରେ ୧୪ ଜଣ କୋଭିଡ୍ ସଂକ୍ରମିତ ହୋଇସାରିଛନ୍ତି। ପଜିଟିଭ୍ ଆସିଥିବା ୧୪ ଜଣଙ୍କୁ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି। ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ସାରଦାଙ୍କୁ ତୁରନ୍ତ ଗିରଫ କରାଯାଉ:…

ଭୁବନେଶ୍ୱର: ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି, କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗାରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି। ମାହାଙ୍ଗାରୁ ବିଧାନସଭାର ନିର୍ବାଚନ ଲଢ଼ିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱରରେ…