ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Nuapada

ନୂଆପଡ଼ାର ୩ଟି ସ୍ଥାନର ବିକାଶ ତଥା…

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି । କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର…

ନୂଆପଡାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ…

ନୂଆପଡ଼ା: ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ହେବେ ସ୍ୱତନ୍ତ୍ର ଅତିଥି । କୋମନା ବ୍ଲକ ସୁନାବେଡ଼ା ଅଭୟରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ…

ଗରିବ ଅସହାୟ ମହିଳାଙ୍କ ସାହାରା…

ସିନାପାଲି ( ଶୁଭ୍ରାଂଶୁ କୁମାର ନାଏକ ): ଗରିବ ଅସହାୟ ମହିଳାଙ୍କ ସାହାରା ପାଲଟିଛନ୍ତି ନୂଆପଡ଼ା ଜିଲ୍ଲାର ଦୁଇ ମହିଳା ଗାୟତ୍ରୀ କୁମାରୀ ସାହୁ ଓ ଜୟନ୍ତୀ ମେହେର। ସମାଜସେବା ଲାଗି ଦୁହେଁ ସାଂସାରିକ ମୋହମାୟାରୁ ଦୂରେଇ ରହିଛନ୍ତି। ସେମାନଙ୍କ କାମ ଏବେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି। ଏକ ଆଶ୍ରମ…

ପାରିବାରିକ କଳହର କରୁଣ ପରିଣତି, ୧୩…

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାଙ୍କ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି  ।…

ନୂଆପଡ଼ାରେ ନିର୍ମାଣ ହେବ ଅତ୍ୟାଧୂନିକ…

ଭୁବନେଶ୍ୱର:  ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ଓ…

ଗଦରାମାଲ ନିଲଜିରେ ମେଗା ଉଠା ଜଳସେଚନ…

ନୂଆପଡ଼ା: କଳାହାଣ୍ଡି ପରେ ନୂଆପଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଭିକେ ପାଣ୍ଡିଆନ । ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ନୂଆପଡ଼ା…

ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ…

ନୂଆପଡ଼ା: ନୂଆପଡ଼ା ଲେଖିବ ବିକାଶର ନୂଆ ଅଧ୍ୟାୟ । କଳାହାଣ୍ଡି ଜିଲ୍ଲା ପରେ ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିବେ । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ୍ । ପରେ ସ୍ଥାନୀୟ…

ଟାନୱାଟର ଦାରିଦ୍ର୍ୟ ଦୂରକଲା ଗେଣ୍ଡୁଫୁଲ…

ନୂଆପଡ଼ା( ଘନଶ୍ୟାମ ଭୋଇ): ଦିନେ ସୁଖବାସୀ ହେବାର ସ୍ୱପ୍ନରେ ନୂଆପଡ଼ା ଭଳି ଉପାନ୍ତ ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ଯାଉଥିଲେ। ଦରିଦ୍ରତାର କୁଚକ୍ରୀରୁ କେବେ ମୁକୁଳିବେ ବୋଲି ଏମାନେ କେବେ ଆଶା ରଖି ନ ଥିଲେ। ହେଲେ ସମୟ ବଦଳିଛି। ଲୋକେ ତାଙ୍କ ଗାଁରେ ରହି ରୋଜଗାରର ବାଟ ଖୋଜିଛନ୍ତି। ନିଜ ବିଲରେ ପରିଶ୍ରମ…

ନୂଆପଡ଼ାରେ ବାଘ ଆତଙ୍କ: ପୁଣି ଏକ ଗାଈକୁ…

ନୂଆପଡା: ନୂଆପଡ଼ା ରେଞ୍ଜ ଅଧିନ ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଚୁଲାଭାଟ ଗାଁରେ ବାଘ ଆତଙ୍କ ଦେଖା ଦେଇଛି । ଗତକାଲି ରାତିରେ ଚୁଲାଭାଟ ଗାଁର ଗୋବର୍ଦ୍ଧନ ମାଝିଙ୍କ ଗାଈକୁ ବାଘ ମାରି ଖାଇଛି । ଗତ କାଲି ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚାରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଏକ…

ନୂଆପଡ଼ା: କିଛି ଦିନର ନିରବତା ପରେ ପୁଣି ନୂଆପଡ଼ାରେ ବାଘ ଆତଙ୍କ ଦେଖା ଦେଇଛି। ପୁଣି  ଏକ ବାଛୁରୀ ମାରି ଖାଇଛି ବାଘ । ନୂଆପଡ଼ା ରେଞ୍ଜର ମୁସରୀଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ପାବରତୋଲା ଗାଁରେ ପୁଣି ଏକ ବାଛୁରୀକୁ ଟାଣି ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗ୍ରାମବାସୀ ମୃତ…