ଗାଁରେ ଏକତା, ଶାନ୍ତି ଓ ମୈତ୍ରୀ…
ସେବିତବ୍ୟେ ମହାବୃକ୍ଷଃ..ଫଳ ଛାୟା ସମନ୍ୱିତଃ।
ୟଦି ଦୈବାତ ଫଳମ୍ ନାସ୍ତି; ଛାୟା କେନ ନିବାର୍ଯ୍ୟତେ।।
ନୂଆପଡ଼ା (ଘନଶ୍ୟାମ ଭୋଇ): ସଂସ୍କୃତରେ ଲିଖିତ ଏ ବାଣୀ ପୂରା ସତ। ଗୋଟେ ବୃକ୍ଷ ଫଳ ଓ ଛାୟା ପ୍ରଦାନ କରିଥାଏ। ଦୁର୍ଭାଗ୍ୟବଶତଃ ଯଦି ଏହି ବୃକ୍ଷ ଫଳ ପ୍ରଦାନ କରି ନ ପାରେ ତେବେ ଛାଇ ନିଶ୍ଚିତ…