ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

North Korea

ସମୂଦ୍ର ଭିତରେ ନ୍ୟୁକ୍ଲିୟର ଡ୍ରୋନର…

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଗୁପ୍ତ…

ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ: ଆଜି ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ର ମଧ୍ୟକୁ ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାରି କରିଥିବା ବିବୃତିରେ କହିଛନ୍ତି। ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍‌…

ପୁଣି ଆଉ ଏକ ସ୍ବଳ୍ପ-ଦୂରଗାମୀ…

ସିଓଲ୍‌: ଆଜି ସକାଳେ ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି ।ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର…

ପାଣି ଭିତରେ ପରମାଣୁ ଡ୍ରୋନ୍‌ ପରୀକ୍ଷଣ…

ପୋଙ୍ଗୟାଙ୍ଗ: କ୍ରମାଗତ ଭାବେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକା ଏବଂ ଜାତିସଂଘ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିବା ଉତ୍ତର କୋରିଆ ଏବେ ଏକ ବିପଜ୍ଜନକ ଡ୍ରୋନ ପରୀକ୍ଷଣ କରିଛି। ଏହି ପରମାଣୁ କ୍ଷମତା ସମ୍ପନ୍ନ ଡ୍ରୋନ୍‌ ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ। ପାଣି ଭିତରେ ଏହି ଡ୍ରୋନର…

ଶିଶୁଙ୍କ ନାମ ବନ୍ଧୁକ କିମ୍ବା ବୋମା…

ସିଓଲ(ଏଜେନ୍ସି): ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ଦେଶରେ ଶିଶୁଙ୍କ ଭଲ ନାମ ନ ରଖିବାକୁ କହିଛନ୍ତି। ଏହା ପ୍ରତି ବଦଳରେ ବନ୍ଧୁକ କିମ୍ବା ବୋମା ରଖିବାକୁ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ଲୋକଙ୍କର ନାମ ପରିବର୍ତ୍ତନ କରିବାକୁ ମଧ୍ୟ…

ରୁଷ୍‌କୁ ଲକ୍ଷେ ସୈନିକ ଦେବ ଉତ୍ତରକୋରିଆ

ମସ୍କୋ : ୧୬୦ରୁ ଅଧିକ ଦିନ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମାପ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ଏହି ଯୁଦ୍ଧରେ ଅନେକ ସୈନିକଙ୍କୁ ହରାଇଲାଣି। ରୁଷ୍‌ରେ ସୈନିକ ସଙ୍କଟ ଦେଖାଦେଇଛି। ଏହି ସ୍ଥିତିର ମୁକାବିଲା ପାଇଁ ରୁଷ୍‌…

ଉତ୍ତର କୋରିଆରେ କରୋନା ଆତଙ୍କ; ମହାମାରୀ…

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ଏହାକୁ ଦେଶର ସବୁଠାରୁ ବଡ଼ ସଙ୍କଟ କହିଛନ୍ତି। ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଶନିବାର ଦେଶରେ ୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ସରକାର…

ବିଚିତ୍ର ନିୟମ; ଏପରି ଦେଶ ଯେଉଁଠି…

ଉତ୍ତର କୋରିଆ ନାମ ଶୁଣିବା ମାତ୍ରେ ସେଠାକାର ଶାସକ ଓ ଆଇନ କାନୁନର ଚିତ୍ର ମାନସପଟକୁ ଆସିଯାଏ। ଏଠାରେ ପ୍ରଚଳିତ ବିଚିତ୍ର ନୀତି ନିୟମ ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳେନାହିଁ। ନିକଟରେ ଏହି ଦେଶରେ ଲେଦର୍ ବା ଚମଡ଼ା ଜ୍ୟାକେଟ୍ ବ୍ୟବହାର କରିବାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଲେଦର ଜ୍ୟାକେଟ୍‌…

ଦେଶବାସୀଙ୍କୁ କିମ୍‌ ଜୋଙ୍ଗଙ୍କ ତୋଗଲକି…

ପୋଙ୍ଗୟାଙ୍ଗ : ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହି ଦିନକୁ ଦିନକୁ ଅଧିକ ଭୟଙ୍କର ହେବାରେ ଲାଗିଛି । ଲୋକେ ଖାଦ୍ୟପାଇଁ ଡହଳବିକଳ ହେଉଛନ୍ତି। ଏପରି ସମୟରେ ଲୋକମାନଙ୍କ ପାଇଁ ତୋଗଲି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତରକୋରିଆର ଏକଛତ୍ର ଶାସକ କିମ-ଜୋଙ୍ଗ-ଉନ୍‌। ୨୦୨୫ ପର୍ଯ୍ୟନ୍ତ କମ୍‌ ଖାଦ୍ୟ…

ଆସନ୍ତୁ ଜାଣିବା…. ଏପରି ଏକ ସହର…

ସାଧାରଣତଃ ସହରରେ ଅଧିକାଂଶ ଲୋକ ବିଳାସବ୍ୟସନ ମଧ୍ୟରେ ଜୀବନ ଅତିବାହିତ କରିଥାନ୍ତି। ସହରରେ ସମସ୍ତ ସୁଖ ସୁବିଧା ମିଳୁଥିବା ହେତୁ ଲୋକମାନେ ଗ୍ରାମ ଛାଡ଼ି ସହରାଭିମୁଖୀ ହୁଅନ୍ତି। ଏପରି ଏକ ସହର ଅଛି ଯେଉଁଠାରେ ସମସ୍ତ ସୁବିଧା ଥିଲେ ମଧ୍ୟ ଏଠାରେ କୌଣସି ମଣିଷ ବାସ କରନ୍ତି ନାହିଁ। ଏଭଳି ଏକ ସହର ଉତ୍ତର…