Browsing Tag

Nitish Kumar

ବିଜେପିକୁ ପଛପଟୁ ଛୁରା ମାରି, ଲାଲୁ ଓ…

ନୂଆଦିଲ୍ଲୀ : ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି। ସେପ୍ଟମ୍ବର ୨୩ ତାରିଖ ଶୁକ୍ରବାର ଠାରୁ ୨ ଦିନିଆ ବିହାର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲା ଠାରେ ଆୟୋଜିତ…

ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶଙ୍କ…

ଭୁବନେଶ୍ୱର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଛାଡିବା ପରେ ଜାତୀୟ ରାଜନୀତିରେ ଏକାଧିକ ରୋଚକ ଘଟଣା ଘଟିବାରେ ଲାଗିଛି। ଇତି ମଧ୍ୟରେ ନୀତୀଶ କୁମାର ନୂଆଦିଲ୍ଲୀ ଗସ୍ତ କରି ଏକାଧିକ ବିରୋଧୀ ଦଳ ନେତାମାନଙ୍କୁ ଭେଟିଛନ୍ତି। ଗତ କିଛିଦିନ…

ମଣିପୁରରେ ନୀତୀଶ କୁମାରଙ୍କୁ ଝଟକା, ୫…

ଇମ୍ଫାଲ: ମଣିପୁରରେ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ଲାଗିଛି ଶକ୍ତ ଝଟ୍‌କା । ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମଣିପୁରର ୬ ଜଣ ଜେଡି(ୟୁ) ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ…

ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ…

ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ…

ବିହାରରେ ମହାମେଣ୍ଟ ସରକାର : କାଲି…

ପାଟଣା : ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ସେ ଇସ୍ତଫା ଦେବା ପରେ ଆସନ୍ତାକାଲି ଅର୍ଥାତ୍ ବୁଧବାରଦିନ ଅପରାହ୍ଣ ୨ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର…

ମେଣ୍ଟ ସରକାର ଭାଙ୍ଗିବା ପରେ ଦୋଷ ଲଦାଲଦି…

ପାଟଣା : ବିହାରରେ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କ ଇସ୍ତଫା ପରେ ସରକାର ଭାଙ୍ଗିଯାଇଛି। ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ ଆରଜେଡି ସମେତ ଆଉ ୭ ଦଳଙ୍କ ସମର୍ଥନ ପାଇଛି। ନୀତିଶ ଭାରତୀୟ ଜନତା ପାର୍ଟି ସହିତ…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତିଶ :…

ପାଟଣା : ବିହାର ରାଜନୀତିରେ ଖେଳ କରିଦେଲେ ନୀତିଶ ଓ ତେଜସ୍ୱୀ। ମେଣ୍ଟ ସରକାରରେ ଥିବା ବିଜେପିକୁ ହଟାଇ ଏବେ ନୂଆ ସରକାର ଗଠନ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ…

ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ :…

ପାଟଣା : ଗତ କିଛିଦିନ ଧରି ବିହାର ରାଜନୀତିରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ସହ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ଏଥିସହ ନୀତୀଶ କୁମାର  ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବା ସହ  ନୂଆ ସରକାର ଗଠନ…

ବିହାର ଦେଖିବ ନୂଆ ସରକାର :…

ପାଟନା : ବିହାର ରାଜନୀତିରେ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ। ତାଙ୍କ ସହ ରାଜ୍ୟରେ ସୃଷ୍ଟି ହୋଇଥିବା…